Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅଦାଲତ ଅବମାନନା ମାମଲାରେ ଆଇଏଏସ୍ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି ।
ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାରେ ଆଇଏଏସ୍ ଉଷା ପାଢୀଙ୍କୁ ଆଶ୍ୱସ୍ତି ମିଳିଛି । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ଉଷା ପାଢୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି । ନିର୍ଦ୍ଦେଶ ପାଳନ ହୋଇଥିବାରୁ ଅଦାଲତ…
ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସମେତ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଲକ୍ଷ୍ୟ ପୂରଣ ଲାଗି ହାତରେ ରହିଛି ମାତ୍ର ୨ ମାସ ସମୟ। ମାଓବାଦୀଙ୍କ ଅନୁପ୍ରବେଶ ଓ ଓଡ଼ିଶାରେ ସକ୍ରିୟ ଥିବା ମାଓବାଦୀଙ୍କୁ ଦମନ ଲାଗି ଉଦ୍ୟମ ଚାଲିଛି।…
ଚମ୍ପୁଆରେ OISF ବସ୍ ଦୁର୍ଘଟଣାରେ ୧୯ ଆହତ, ବସ୍ରେ ଥିଲେ ୨୨ କର୍ମଚାରୀ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ତାଡ଼ୁଆବାହାଲ ନିକଟରେ ବସ୍ ଦୁର୍ଘଟଣା । ଶୁକ୍ରବାର ସକାଳ ପ୍ରାୟ ୭ଟା ୨୦ ମିନିଟ୍ ସମୟରେ OISF (ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ)ର ଗୋଟିଏ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନାନୁସାରେ, ବସ୍ରେ ପ୍ରାୟ ୨୨ ଜଣ OISF…
ଆସନାକାଲିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
ଢେଙ୍କାନାଳ : ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମଘା ମେଳା ଆସନାକାଲି (ଶନିବାର) ପ୍ରାତ ବ୍ରହ୍ମମୁହୂର୍ତରୁ ଆରମ୍ଭ ହେବାକୁ ଯାଉଛି। ସନ୍ଧ୍ୟା ୫.୧୫ ମିନିଟରେ ଗାଦୀ ମନ୍ଦିରର ଚାରିଦ୍ୱାରରେ ଝାଡ଼ଦୀପ ପ୍ରଜ୍ୱଳନ କାରାଯିବ। ଜଗତ ଭକତର ମଙ୍ଗଳ ପାଇଁ ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ। ମହିମା…
ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ : ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର…
ଆଜି ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟ ବୈଠକ
ଭୁବନେଶ୍ୱର : ମହାଶିବରାତ୍ରୀକୁ ଆଉ ମାତ୍ର ୧୭ ଦିନ ବାକି ରହିଲା । ବିଗତ କିଛିଦିନ ହେବ ଶ୍ରୀଲିଙ୍ଗରାଜ ମନ୍ଦିରରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅସ୍ଥିରତା କାରଣରୁ ଏଠାକାର ପ୍ରସ୍ତୁତି ବୈଠକ ଝୁଲି ରହିଥିଲା । ଗତକାଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ଏଠାକାର କାର୍ଯ୍ୟ…
ବାହାର ଜିଲା ମିଲରଙ୍କୁ ମିଳିବ ଅନୁମତି : ଯୋଗାଣ ମନ୍ତ୍ରୀ
ଭଦ୍ରକ : ସମସ୍ତ ଚାଷୀଙ୍କ ଧାନ ସରକାର କିଣିବେ ସରକାର, କାହାରି ବି ଟୋକନ ଲାପ୍ସ କରିବ ନାହିଁ ବୋଲି କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଭଦ୍ରକ ଜିଲା ଗସ୍ତରେ ଆସି ମନ୍ତ୍ରୀ ଆଜି ଜିଲାପାଳଙ୍କ କାର୍ଯ୍ଯାଳୟରେ ଧାନକିଣା ନେଇ ସମୀକ୍ଷା ବୈଠକ କରିଥିଲେ ।
ବୈଠକ ପରେ…
ଫେବୃଆରୀ ୧୭ରୁ ଓଡିଶା ବିଧାନସଭାର ବଜେଟ ଅଧିବେଶ
ଭୁବନେଶ୍ଵର: ଚଳିତ ବର୍ଷ ଫେବୃଆରୀ ୧୭ ତାରିଖରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏପ୍ରିଲ ୮ ତାରିଖ ଯାଏଁ ଏହି ବଜେଟ ଅଧିବେଶନ ଚାଲିବ। ତେବେ ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ଫେବୃଆରୀ ୨୦ ତାରିଖରେ ଆର୍ଥିକ ବର୍ଷ ୨୦୨୬-୨୭ ର ବଜେଟ ଆଗତ ହେବ। ପ୍ରଥମ ଦିନ ଗୃହରେ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜାତିର ପିତା, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧୀନତା ଦେଇଥିବା ମହାନ୍ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ…
ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ପାଇବେ ଭାରତୀୟ ଅନୁବାଦ ସାହିତ୍ୟ ସମ୍ମାନ ୨୦୨୬ ।
କଟକ (୩୧/୧) : ଆସନ୍ତା ଫେବୃଆରୀ ମାସ ୨ଓ ୩ ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସହାୟତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶ୍ରୀ ଶ୍ରୀ ସେଣ୍ଟର ଫର୍ ଟ୍ରାନସ୍ ଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ ଷ୍ଟଡିଜ୍ ଏବଂ ଭାରତୀୟ ଅନୁବାଦ ସାହିତ୍ୟର ସମନ୍ୱୟରେ ପରିଚାଳିତ ୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ…