Browsing Category

ଓଡିଶା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ଵର :ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର। ସୁତରାଂ ତାଙ୍କର ସମସ୍ତ ଜମିଜମାର ସୁରକ୍ଷା ଆମ ସଭିଙ୍କର ନୈତିକ ଦାୟିତ୍ବ ବୋଲି କହିଛନ୍ତି ରାଜସ୍ୱ ସଚିବ ଡ଼ ଅରବିନ୍ଦ ପାଢୀ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମ୍ବନ୍ଧୀୟ ସୁରକ୍ଷା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଲୋକସେବା…

ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମହାନ ସଂଗ୍ରାମୀ, ଚାଷୀ ମୂଲିଆଙ୍କ ବନ୍ଧୁ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଗୌରଙ୍ଗ ଚରଣ ଦାସଙ୍କ ୫୪ ତମ ଓ ସଂଗ୍ରାମୀ ଗୌରଙ୍ଗ ଚରଣଙ୍କ ସୁପୁତ୍ର ସଂଗ୍ରାମୀ ଶଶୀଭୂଷଣ ଦାସଙ୍କ ୧୫ ତମ ଶ୍ରଦ୍ଧାଞ୍ଜଳି ସଭା ଆଜି ସନ୍ଧ୍ୟାରେ ମହାତ୍ମା ଗାନ୍ଧୀ ଅହିଂସା…

ଭାରତୀୟମାନଙ୍କୁ ବଡ଼ ପ୍ରସ୍ତାବ ଦେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ପ୍ରଖ୍ୟାତ ପୋଡକାଷ୍ଟର ରାଜ ଶମାନିଙ୍କ ସହିତ ଏକ ଶୋ’ରେ ଭାରତ-ଫ୍ରାନ୍ସ ସମ୍ପର୍କ, ପ୍ରଯୁକ୍ତିବିଦ୍ୟା ସହଯୋଗ, ବିଶ୍ୱ ଶକ୍ତି ସନ୍ତୁଳନ ଏବଂ ଆମେରିକା ଏବଂ ଚୀନ୍ ମଧ୍ୟରେ ଉଦୀୟମାନ ବିଶ୍ୱ କ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା…

ଚତୁର୍ଥ ଆସନ ଲଢ଼େଇ, ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ହୋଇପାରେ ଖେଳ ପରିବର୍ତ୍ତନକାରୀ

ଓଡିଶାରୁ ଚାରୋଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି। ବିଧାନସଭାରେ ପ୍ରଚଳିତ ସଂଖ୍ୟାଗତ ବିନ୍ୟାସ ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ 31ଟି ପ୍ରଥମ ପସନ୍ଦ ଭୋଟ ଆବଶ୍ୟକ ହେବ। ବିଜେଡି, ତାର ଶକ୍ତି ଯୋଗୁଁ, ଜଣେ ପ୍ରାର୍ଥୀଙ୍କ ବିଜୟକୁ ଆରାମରେ ସୁନିଶ୍ଚିତ…

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

କଟକ : କଟକ ବାରବାଟି ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା। ଭାରତ ସମେତ ଶ୍ରାଲଙ୍କା ଓ ନେପାଳକୁ ନେଇ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହେବ। ସାମ୍ୱାଦିକ ସମ୍ମିଳନୀ କରି ଏନେଇ ଏସୀଆନ ଡିଫ୍ କ୍ରିକେଟ୍ ଆସୋସିଏସନ-ଏଡିସିଏ ପକ୍ଷରୁ ସୂଚନା…

ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ ।

ଭୁବନେଶ୍ୱର : ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ସ୍ତରଠୁ ବୃଦ୍ଧି ପାଇଛି ରାଜ୍ୟର ମୁଣ୍ଡ ପିଛା ଆୟ । ୨୦୨୫-୨୬ ରେ ରାଜ୍ୟର ମୁଣ୍ଡପିଛା ଆୟରେ ୯.୨% ଅଭିବୃଦ୍ଧି ହୋଇଛି । ଜାତୀୟ ଅଭିବୃଦ୍ଧି ହାର ୬.୯ ଥିବାବେଳେ ଓଡ଼ିଶାରେ ଅଭିବୃଦ୍ଧି ହାର…

ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ ପାଇଁ ରାଜ୍ୟ ଶିକ୍ଷା ନିର୍ଦେଶକ ବିଧିବଦ୍ଧ ନିଷ୍ପତ୍ତି ନେବାକୁ…

 ନୂଆଦିଲ୍ଲୀ : ଅଧ୍ୟାପକଙ୍କୁ ୟୁଜିସି ହାରରେ ଦରମା ପ୍ରଦାନ ପାଇଁ ରାଜ୍ୟ ଶିକ୍ଷା ନିର୍ଦେଶକ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ବିଚାରପତି ଜେ.କେ ମାହେଶ୍ବରୀ ଓ ଅତୁଲ ଏସ ଚନ୍ଦୁର୍କରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଓଡ଼ିଶା…

ଭିଣୋଇଙ୍କୁ ଶାଳକଙ୍କ ହତ୍ୟା ଧମକ, ଶାଳକ ଗିରଫ ଓ ବନ୍ଧୁକ ଜବତ ।

ବୁଗୁଡା, ୧୮/୦୨/୨୬ : ( ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ବୁଗୁଡା ଥାନାର ବାଲିପଦର ପୋଲିସ ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ଟୁକୁନା ଡାକୁଆଙ୍କୁ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ସହରର ଠାକୁରାଣୀ ସାହି ନିବାସୀ ସନ୍ତୋଷ କୁମାର ଡାକୁଆଙ୍କ ପୁଅ ମନୋଜ କୁମାର…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

ଭୁବନେଶ୍ବର : ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କାରଣରେ ସେ ଯାହା କହିଛନ୍ତି ତାହା ହେଲା ସଂଗଠନ କାମରେ ସମୟ ଦେଇପାରୁ ନ ଥିବାରୁ…