Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଧାନସଭାରେ ଉଠିଲା ଏଲପିଜି ଅଭାବ ପ୍ରସଙ୍ଗ। ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି।
ବି.ବି.ନିୟୁଜ : ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ସୃଷ୍ଟି ହେଲାଣି ଅଚଳାବସ୍ଥା। ଯୁଦ୍ଧ ପ୍ରଭାବରୁ ଗ୍ୟାସ ଯୋଗାଣ ଗୁରୁତର ବ୍ୟାହତ ହେବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଗ୍ୟାସର ଘୋର ଅଭାବ। ଏହାକୁ ନେଇ ବଢୁଛି ଜନ…
ଷ୍ଟ୍ରେଟ୍ ଅଫ୍ ହର୍ମୁଜ ରୁଟରେ ଅଟକିବନି ଭାରତୀୟ ଜାହାଜ
ବି.ବି.ନିୟୁଜ : ହର୍ମୁଜରେ ଭାରତକୁ ଇରାନ୍ର ଅନୁମତି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ ରୁଟରେ ଅଟକିବନି ଭାରତୀୟ ଜାହାଜ। ଭାରତ ପତାକା ଥିବା ଜାହାଜକୁ ଅନୁମତି ଦେବ ଇରାନ୍। ହର୍ମୁଜ ଜଳପଥ ଦେଇ ଭାରତୀୟ ଟ୍ୟାଙ୍କର ଆସିପାରିବେ। ଏ ନେଇ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।
ଇରାନ୍…
ଓଡ଼ିଶାରେ ରେଳ ସଂଯୋଗକୁ ବୃଦ୍ଧି କରିବା ପାଇଁ ନୂତନ ଅମୃତ ଭାରତ ଟ୍ରେନ୍
ଭୁବନେଶ୍ୱର : ୧୨।୩ - ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ କରିବା…
ଦୂର ହେବ ଭାରତର ତେଲ ଚିନ୍ତା
ନୂଆଦିଲ୍ଲୀ : ୧୨।୩ - ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସାଉଦି ଆରବର ଅଶୋଧିତ ତୈଳ ବହନ କରୁଥିବା ଏକ ବଡ଼ ଟ୍ୟାଙ୍କର୍ ସୁରକ୍ଷିତ ଭାବରେ ମୁମ୍ବାଇରେ ପହଞ୍ଚିଛି। ଜାହାଜଟି ହର୍ମୁଜ ଷ୍ଟ୍ରେଟ୍ ପାର ହୋଇ ଭାରତରେ ପହଞ୍ଚିଛି। ଏହା ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତାକୁ କିଛିଟା…
୨୧ରୁ ପରିବହନ ବିଭାଗର ସ୍ୱତନ୍ତ୍ର ଅଭିଯାନ
ଭୁବନେଶ୍ବର : ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ପରିବହନ ବିଭାଗ ପକ୍ଷରୁ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଅଭିଯାନ ଚାଲିବ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦେଶକ୍ରମେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ) ଏବଂ ଅତିରିକ୍ତ ଆର୍ଟିଓଙ୍କୁ…
ନେଉଳପୁର ପାହାଡରେ ବଣୁଆ ହାତୀ
ଯାଜପୁର : ଯାଜପୁର ଜିଲା ଧର୍ମଶାଳା ନେଉଳପୁର ପାହାଡ଼ରେ ଏକ ବଣୁଆ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ବୁଧବାର ରାତିରୁ ଗୋଟିଏ ବଣୁଆ ହାତୀ ପଶିଆସି ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ ଠାବ କରାଯାଇ ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ବୈରୀ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା…
ଓଡ଼ିଆଙ୍କୁ ଉଦ୍ଧାର ଲାଗି ପ୍ରୟାସ, ଟୋଲ୍ ଫ୍ରି ନମ୍ବର ଜାରି
ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି। ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱାରପ କରି ମୁଖ୍ୟମନ୍ତ୍ରୀ ଏହି ଘଟଣା ଉପରେ ନଜର…
ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବିରୋଧୀ ଦଳ ନେତାଙ୍କ ଏକ ଷଡ଼ଯନ୍ତ୍ର
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀ ଦଳ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିବାକୁ ପ୍ରସ୍ତୁତ ହେଉଛି। ସୂତ୍ର ଅନୁସାରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ର…
ରାଘବ ଯାଦବୀୟମ୍
ରାଘବ ଯାଦବୀୟମ୍ ଶୀର୍ଷକରୁ ମନେହୁଏ ସଂସ୍କୃତ ସାହିତ୍ୟରେ ଏହା ରଘୁକୂଳ ଓ ଯଦୁକୂଳ ସମ୍ବନ୍ଧୀୟ କୌଣସି ଏକ ରଚନା l ତାହାହିଁ ସତ୍ୟ, ଏହି କାବ୍ୟ ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର ଦକ୍ଷିଣ ଭାରତୀୟ କବି ଶ୍ରୀଭେଙ୍କଟଧ୍ୱାରୀଙ୍କ ରଚନାରେ ଏକ ଅନନ୍ୟ ଗ୍ରନ୍ଥ l ମାତ୍ର ତିରିଶି ଗୋଟି, ଶ୍ଳୋକରେ ରଚିତ…
ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀମଣ୍ଡଳର ମିଳିତ ଆନୁକୂଲ୍ୟରେ ପଡ଼ିଗାଁଓ, ରାୟଗଡ଼, ଛତିଶଗଡ଼ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଆଜି ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଦିବସ ଅବସରରେ “ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଓ…