Browsing Category

ଓଡିଶା

ଗଂଜାମ ଭଂଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ

ଗଞ୍ଜାମ :  ଗଞ୍ଜାମ : ଭଂଜନଗର ଜଳସେଚନ ବିଭାଗର ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ ଘଟଣା। ସରକାରୀ ବାବୁଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା। SDOଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି। ବ୍ରହ୍ମପୁର ବାସଭବନରୁ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିଛି।…

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର : ବାରବାଟୀରେ ହେବ ଟି-୨୦ ମ୍ୟାଚ୍

କଟକ : ଓଡ଼ିଶାର କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ୍ ରୋମାଞ୍ଚ। ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ସୂଚୀ ଜାରି କରାଯାଇଛି। ଆସନ୍ତା ୨୪ ଡିସେମ୍ବର ୨୦୨୬ (ଗୁରୁବାର) ବାରବାଟୀରେ…

ଗ୍ୟାସର ଅଭାବ ନାହିଁ :ଯୋଗାଣମନ୍ତ୍ରୀ

ଭୁବନେଶ୍ଵର : ଗ୍ୟାସ ସଙ୍କଟ ନେଇ ଶୁକ୍ରବାର ଦିଲ୍ଲୀରେ ଏକ ବଡ ବୈଠକ ବସିବ । ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀଙ୍କୁ ନେଇ ଦିନ୧୧ଟାରେ ଦିଲ୍ଲୀରେ କେନ୍ଦ୍ର ଯୋଗାଣ ମନ୍ତ୍ରୀ ବୈଠକ କରିବେ  । ଏହି  ବୈଠକରେ ଯୋଗଦେବେ ଓଡିଶାର ଯୋଗଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗି…

ଧର୍ମାନ୍ତରିତ ଖ୍ରୀଷ୍ଟିଆନମାନେ ଅନୁସୂଚିତ ଜାତିର ମାନ୍ୟତା ଦାବି କରିପାରିବେ ନାହିଁ: ସୁପ୍ରିମକୋର୍ଟ

ଭାରତରେ ଦଳିତ ଖ୍ରୀଷ୍ଟିଆନଙ୍କ ସ୍ଥିତି" ଉପରେ ଏହି ଅଂଶୀଦାରଙ୍କ ରିପୋର୍ଟ ନ୍ୟାସନାଲ ଦଳିତ ଖ୍ରୀଷ୍ଟିଆନ ୱାଚ୍ (NDCW) ଦ୍ୱାରା ଅନେକ ଏକତା ଗୋଷ୍ଠୀ, ଦଳିତ ଖ୍ରୀଷ୍ଟିଆନ ସଂଗଠନ, ମେଣ୍ଟ, ଫୋରମ୍ ଏବଂ ବ୍ୟକ୍ତି ସହିତ ମିଳିତ ଭାବରେ ପ୍ରସ୍ତୁତ କରାଯାଇଛି। ଏହି ଦାଖଲ ଦଳିତ ଖ୍ରୀଷ୍ଟିଆନମାନେ ଏକ…

ଧର୍ମ ପରାୟଣା ମହିଳା ଗୁନୁ ଦାସଙ୍କ ପରଲୋକ ଗମନ

ନୟାଗଡ଼ (୨୭/୩) : ଓଡ଼ଗାଁ ଅଞ୍ଚଳରେ ପୁଣିଥରେ ଶୋକର ଛାୟା ଖେଳି ଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକର ମାତ୍ର ଏକ ମାସ ପରେ, ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଗୁନୁ ଦାସ ମଧ୍ୟ ଏହି ନଶ୍ୱର ଜଗତକୁ ଚିରବିଦାୟ ଜଣାଇଛନ୍ତି। ସେ ଗତ ବୁଧବାର, ମାର୍ଚ୍ଚ ୨୫,…

ରଘୁନାଥ ହସକ୍ଳବ୍ ର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼ (୨୬/୩):ରଘୁନାଥ ହସକ୍ଳବ୍ ଓଡ଼ଗାଁରେ ବରିଷ୍ଠ ସଭ୍ୟ ତଥା ପୂର୍ବତନ ସଭାପତି ବସନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଭାରେ ସମସ୍ତ ୫୪ ଜଣ ସଭ୍ୟ ଉପସ୍ଥିତ ଥିଲେ।୨୦୨୫-୨୦୨୬ ମସିହାର ଆୟବ୍ୟୟ ହିସାବ ଦେବାପରେ ଶ୍ରୀଯୁକ୍ତ ମିଶ୍ର ଉକ୍ତ କମିଟି କୁ…

ଫଟୋରେ ଖବର

କଲକାତା (୨୬/୩):ବିବେକାନନ୍ଦ ଆଦର୍ଶ ମିଳନ ମନ୍ଦିର, ହରିଦେବପୁର ପକ୍ଷରୁ ପ୍ରତିବର୍ଷ ଭଳିଏହି ବର୍ଷ ମଧ୍ୟ ଟାଲିଗଞ୍ଜ ରୋଡ଼ ବଡ଼ ରାସ ମନ୍ଦିର ସମ୍ମୁଖରେ, ତୃଷ୍ଣାର୍ଥ ପଥଯାତ୍ରୀମାନଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା ଆଜିଠାରୁ ଆରମ୍ଭ କରାଯାଇଛି। ରିପୋର୍ଟ-ସନାତନ ମହାକୁଡ଼

ରାଜ୍ୟରେ ବଢୁଛି ତାତି : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା।

 ଭୁବନେଶ୍ୱର :  ରାଜ୍ୟରେ ଦିନକୁ ଦିନ ବଢୁଛି ଖରା। ଆସନ୍ତା ୩ ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ତେବେ ତାତି ବଢିଲେ ବି ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜି ୭ ଜିଲ୍ଲା- ବାଲେଶ୍ବର,ଭଦ୍ରକ, ଗଜପତି, ଗଞ୍ଜାମ,…

ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜନତା ଦଳ-ୟୁନାଇଟେଡ୍ (ଜେଡି-ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତିଲ। କାରଣ ଦଳର ଏହି ଶୀର୍ଷ ପଦବୀ ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନାହାଁନ୍ତି। ଦଳର ସଭାପତି ଭାବରେ ଏହା ତାଙ୍କର…

ଓଏମସିର ବଡ଼ ପଦକ୍ଷେପ: ଆଇଆଇଟି ଧନବାଦ ସହ ମିଶି କର୍ମଚାରୀଙ୍କୁ ମିଳିବ ହାଇଟେକ୍ ପ୍ରଶିକ୍ଷଣ

ଭୁବନେଶ୍ୱର : ଓଡ଼ିଶାର ଖଣି କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନୂତନ ଜ୍ଞାନକୌଶଳର ବିନିଯୋଗ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ଖଣି ନିଗମ ଏବଂ ଆଇଆଇଟି (IIT-ISM) ଧନବାଦର ‘ଟେକ୍ସମିନ୍’ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ସହଭାଗିତା ମୁଖ୍ୟତଃ…