Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଚୌଦ୍ୱାର ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ଆସର ଓ ଓଡ଼ିଆ ନବବର୍ଷର ବନ୍ଧୁମିଳନ ପର୍ବ ଅନୁଷ୍ଠିତ
ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ଦୀର୍ଘ ପଚାଶ ବର୍ଷର ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନ 'ଚୌଦ୍ୱାର ସାହିତ୍ୟ ସଂସଦ' ପକ୍ଷରୁ ଏ ବର୍ଷ ବିଷୁବ ଆସର ଓ ଓଡିଆ ନବବର୍ଷର ବନ୍ଧୁମିଳନ ପର୍ବ ରାଧାମୋହନ ଛକ ସ୍ଥିତ ଶ୍ରମିକ ପରିବାର ଯୁବକ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।…
ବିଷୁବ ସଂକ୍ରାନ୍ତି ଅବସରରେ ‘ଅଭିନବ ୪୨ ମୌଜା’ ପକ୍ଷରୁ ଅନୁଷ୍ଠିତ ହେଲା ଓଡ଼ିଆ ନବବର୍ଷ ପାଳନ ଓ ପଣା…
ବାଲେଶ୍ୱର, ୧୬/୪(କୃଷ୍ଣ କୁମାର ମହାନ୍ତି): ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ‘ଅଭିନବ ୪୨ ମୌଜା’ ପକ୍ଷରୁ ବେଣ୍ଟକାର ଅଞ୍ଚଳରେ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଗ୍ରୀଷ୍ମ ତାପର ତୀବ୍ରତାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସାଧାରଣ ଲୋକ ଓ…
ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ଵର ଠାରେ ଅନୁଷ୍ଠିତ ହେଲା ‘ନାରୀ ଶକ୍ତି ବନ୍ଦନ’ ସଚେତନତା ଶୋଭାଯାତ୍ରା
ବାଲେଶ୍ୱର, ୧୫/୦୪(କୃଷ୍ଣ କୁମାର ମହାନ୍ତି): ଆଜି ବାଲେଶ୍ୱର ପ୍ରଶାସନ ପକ୍ଷରୁ 'ନାରୀ ଶକ୍ତି ବନ୍ଦନ' ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ।ଆଗାମୀ ଦିନରେ ଖୁବ୍ ଶୀଘ୍ର ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ସଂସଦରେ ପାରିତ ହେବ। ଏହା ଦ୍ବାରା ନାରୀ ମାନେ ସାଧାରଣ ନିର୍ବାଚନରେ ୩୩%…
ଏକ ଐତିହାସିକ ସାହିତ୍ୟ ସନ୍ଧ୍ୟାରେ ଉନ୍ମୋଚିତ ହେଲା ଜଗନ୍ନାଥ ପାଣିଙ୍କ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଓ ‘ବାତାୟନ’…
ବାଲେଶ୍ୱର, ୧୫/୪ (କୃଷ୍ଣ କୁମାର ମହାନ୍ତି): ଏକ ଭାବଗମ୍ଭୀର ସାହିତ୍ୟ ପରିବେଶ ଭିତରେ ଜଗନ୍ନାଥ ପାଣିଙ୍କ ବହୁ ପ୍ରତୀକ୍ଷିତ ଉପନ୍ୟାସ ‘ପଲ୍ସ ଅଫ୍ ଦି ଆର୍ଥ’ ଇତିମଧ୍ୟରେ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର୍ ଠାରେ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଏହି ଅବସରଟି ଲେଖକଙ୍କ ୬୦ତମ…
ଓଡିଶାର କଳା, ସଂସ୍କୃତି, ବୀରତ୍ୱ ଓ ଦେଶପ୍ରେମର ଆଗ୍ନେୟ ବାର୍ତ୍ତା “ନମାମି ମନ୍ଦାକିନୀ ନବବର୍ଷ ମହୋତ୍ସବ…
ଭୁବନେଶ୍ୱର : ପବିତ୍ର ପଣା ସଂକ୍ରାନ୍ତି, ନବବର୍ଷ ୨୦୨୬ ଅବସରରେ "ନମାମି ମନ୍ଦାକିନୀ" ସାଂସ୍କୃତିକ ଅନୁଷ୍ଠାନ, ଓଡିଶା ସରକାରଙ୍କ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ,ସୁବାର୍ତ୍ତା ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ,ଓଡିଶା ନାଗରିକ ମହାମଞ୍ଚ ଆନୁକୂଲ୍ୟରେ ନବବର୍ଷ ପାଳନ ପରିପ୍ରେକ୍ଷୀରେ…
ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର : ପବିତ୍ର ମହାବିଷୁବ ତଥା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ବାର୍ଷିକ ପଣା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଦୀର୍ଘ ୧୪ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଓଡ଼ିଆ ପରମ୍ପରାର ଏହି ଅନନ୍ୟ ପର୍ବ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗସ୍ଥିତ ଜନମଙ୍ଗଳ…
ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି
ରୁକ୍ମିଣୀ ଭଣ୍ଡିଲେ ଶ୍ରୀପତି
=============
ଶ୍ରୀମଦ୍ ଭାଗବତ ମହାପୁରାଣର କଥା l ଭଗବାନ୍
ଶ୍ରୀକୃଷ୍ଣ, ଦିନେ ଦ୍ୱାରକାରେ, ରୁକ୍ମିଣୀଙ୍କ ଭବନରେ ରତ୍ନପଲ୍ୟଙ୍କ ଉପରେ ବସି ବିଶ୍ରାମକରୁଥାନ୍ତି l ଏହି ସମୟରେ ସଖୀ ମାନଙ୍କ ସହ ଲକ୍ଷ୍ମୀ ସ୍ୱରୂପା ମାଆ ରୁକ୍ମିଣୀ ହସ୍ତରେ ଅଗୁରୁଚନ୍ଦନ ଧରି…
ପ୍ରାଣର ଠାକୁର
ପ୍ରାଣର ଠାକୁର
ପିନ୍ଧୁଛି ଗଜରା ନାଉଛି ସିନ୍ଦୁର
କାହ୍ନୁ ତୁମ ନାମ ଧରି
ଟାଣୁଛି ଓଢ଼ଣୀ ଦେଖୁଛି ଆଇନା
ତୁମକୁ ସ୍ମରଣ କରି ।।୧।।
ଯାଉଛି ଯମୁନା ହୋଇ ମୁଁ ଅଧିର
ତୁମକୁ ଦର୍ଶନ କରି,
କି ମାୟା ଲଗାଇ ଦେଇଛ ନାଗର
ହେଉଛି ତୁମକୁ ଝୁରି ।।୨।।
ଘର ଗୃହସ୍ଥିରେ ମନ ଲାଗୁନାହିଁ
ସବୁ…
ଏକବିଂଶ ଶତାବ୍ଦୀର ଭାରତୀୟ ରାଜନୀତିରେ ଯୁବ ଅଂଶଗ୍ରହଣର ଗୁରୁତ୍ୱପୂର୍ଣ୍ଣ ଭୂମିକା
ଏକବିଂଶ ଶତାବ୍ଦୀରେ, ଭାରତୀୟ ଯୁବପିଢ଼ି ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ, ପରିବର୍ତ୍ତନକାରୀ ଭୂମିକା ନେଇଛି, ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେଇଥିଲେ, ସ୍ୱାଧୀନତା ପରବର୍ତ୍ତୀ ଆନ୍ଦୋଳନଗୁଡ଼ିକର ନେତୃତ୍ୱ ନେଇଥିଲେ ଏବଂ ଗଣତାନ୍ତ୍ରିକ ସକ୍ରିୟତାକୁ ଆକାର ଦେଇଥିଲେ। ସେମାନେ ଗାନ୍ଧୀଙ୍କ ପରି…
ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍
ଭୁବନେଶ୍ୱର : ଡାକ୍ତରମାନଙ୍କ ସୁରକ୍ଷା ଲାଗି ରାଜ୍ୟସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ଲାଗି ରାଜ୍ୟର ୧୪ଟି ମେଡ଼ିକାଲ କଲେଜରେ ସିକ୍ୟୁରିଟି ଅଫିସର୍ ନିଯୁକ୍ତି ହେବେ । ଅତିରକ୍ତି ଏସ୍ପି, ଡିଏସ୍ପି କିମ୍ବା ଡେପୁଟି କମାଣ୍ଡାଣ୍ଟର୍ୟାଙ୍କର ଅଫିସର୍ଙ୍କୁ ଏନେଇ…