Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଓଡିଆ ଭାଷା ବିକାଶ ଆନ୍ଦୋଳନ’ (ଓବିବିଏ) ପକ୍ଷରୁ ଉନ୍ମୋଚିତ ହେଲା ଅରୁଣା ରାୟଙ୍କ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’…
ବାଲେଶ୍ୱର - ୨୧/୦୪ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ସୁଶ୍ରୀ ଅରୁଣା ରାୟଙ୍କ ସଂପାଦିତ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ସ୍ରଷ୍ଟା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି।
ଏହି ଉନ୍ମୋଚନ ଉତ୍ସବରେ ପୌରୋହିତ୍ୟ କରି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ…
ମହିଳା ବିଲ୍ ବିଫଳ : ନିର୍ବାଚନ ପ୍ରଚାର ଯୁଦ୍ଧରେ ବିଜେପି ଜିତିଲା ଏବଂ ସଂସଦରେ କଂଗ୍ରେସ ଜିତିଲା
ଦେଶର ନିର୍ବାଚନ ମାନଚିତ୍ରକୁ ପୁନଃ ଆଙ୍କିବା ପାଇଁ ଯୋଜନାକୁ ଏକ ଛଳନା ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ଭାରତ ସରକାର ସଂସଦରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି ପାଇଁ ଏକ ବିଲ୍ ପାସ୍ କରିବାରେ ବିଫଳ ହୋଇଛନ୍ତି। କ୍ଷମତାର 12 ବର୍ଷ ମଧ୍ୟରେ ଏହା ପ୍ରଥମ ଥର ଥିଲା ଯେ ନରେନ୍ଦ୍ର…
ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା,ଜଣେ ମୃତ ୩ଗୁରୁତର
କେଶଦୁରାପାଳ : ତୀର୍ଥଯାତ୍ରୀ ବସ୍ ସହ କାର ଓ ହାୱା ମୁହାମୁହିଁ ଧକ୍କା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇପଡିଛନ୍ତି।ଗୁରୁତରଙ୍କୁ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ହଂସ ପାଳ ଅଂଚଳରୁ ଏକ କାର ଠାକୁରମୁଣ୍ଡା ଯାଉଥିବା ବେଳେ ବିପରୀତ ଦିଗ…
ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ
ଅହମଦାବାଦ : ଆଇପିଏଲ୍ ୨୦୨୬ର ୩୦ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସକୁ ୯୯ ରନରେ ପରାସ୍ତ କରିଛି। ଏହା ଆଇପିଏଲ୍ ୨୦୨୬ରେ ଏପର୍ଯ୍ୟନ୍ତ ରନ ଦୃଷ୍ଟିରୁ ସବୁଠାରୁ ବଡ଼ ବିଜୟ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ, ମୁମ୍ବାଇ ଦଳ ପ୍ରଥମେ…
ଅକ୍ଷୟ ତୃତୀୟାରେ ୯ ଜଣ ଚିତ୍ରକର ନେଲେ ୮ ଟି ଜଗନ୍ନାଥ ମନ୍ଦିରରୁ ପଟିଦିଅଁ ଅଙ୍କନ ପାଇଁ ସ୍ଵୀକୃତି
ବାଲେଶ୍ୱର ୨୦/୪(କୃଷ୍ଣ କୁମାର ମହାନ୍ତି) : ଓଡ଼ିଶାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି, ଅନୁକୂଳ, ଶୁଭାରମ୍ଭ, ପ୍ରତିଷ୍ଠା ଇତ୍ୟାଦି କରାଯିବାର ପରମ୍ପରା ଥିଲା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚିତ୍ରକରମାନଙ୍କୁ ପଟିଦିଅଁ ଅଙ୍କନ ପାଇଁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି…
National PR Day Conclave 2026 Explores Digital PR in the Age of AI, Virality, Reputation and Crisis…
Kolkata(20/4) :The Heritage Academy, in collaboration with Candid by Paromita, organized the National PR Day Conclave 2026 on the theme “Digital PR in the Age of AI & Virality: Managing Reputation & Crisis.” The conclave brought…
ନୀଳଚକ୍ର ପଶ୍ଚିମବଙ୍ଗର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପଳନ
ଦାସନଗର: (୧୯ /୪)- କାଶୀପୁର ତରୁଣ ଦଳ କ୍ଲବ୍ ପ୍ରାଙ୍ଗଣରେ ନୀଳଚକ୍ର ପଶ୍ଚିମବଙ୍ଗ ତାହାର ୫୬ ତମ ପ୍ରତିଷ୍ଠା ଦିବସ, ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ମିଳନ ସନ୍ଧ୍ୟା ପାଳନ ଅବସରରେ ମୁଖ୍ୟଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ଶ୍ରୀ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ…
ଯୁବ ବିକାଶ ଓ ବିଜେଏସପିର ମିଳିତ ଆନୁକୁଲ୍ୟରେ ବାଲିଆପାଳରେ ଉଦଘାଟିତ ହେଲା ଯୋଗ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ
ବାଲେଶ୍ୱର , ୨୦/୪(କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ଯୋଗ ସମିତି ଦ୍ୱାରା ପରିଚାଳିତ ଏକ ଭିନ୍ନ ଧରଣର ପଞ୍ଚାୟତ ସ୍ତରୀୟ ଦ୍ୱିଦିବସୀୟ ଯୋଗ ପ୍ରଶିକ୍ଷଣ ଶିବିର, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କାଳିପଦା ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଯୋଗ ଶିକ୍ଷକ…
କୀର୍ତ୍ତି କିମ୍ବଦନ୍ତୀରେ ମା’ ଜୟଚଣ୍ଡୀ ଶକ୍ତିପୀଠ
ମନ୍ଦିର ମାଳିନୀ ଓଡ଼ିଶାର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ କୟାଁ ପଞ୍ଚାୟତ ଏକ ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଅଟେ । ଏଠାରେ ବିଭିନ୍ନ ବର୍ଗ ଜାତିର ମନୁଷ୍ୟ ବସବାସ କରନ୍ତି । ସେମାନେ ମୁଖ୍ୟତଃ ଗୋପାଳନ ଓ କୃଷି ଉପରେ ନିର୍ଭର କରୁଥିବା ବେଳେ ତନ୍ମଧ୍ୟରୁ କିଛି ମାତ୍ରାର ଲୋକ…
ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, ଚାଲିଛି ଜୋରଦାର କାରକେଡ୍ ରିହର୍ସାଲ୍, ଛାଉଣୀ ହେଲାଣି ଫୋର୍ସ
ରାଉରକେଲା : ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଇସ୍ପାତ ସହର ରାଉରକେଲା। ଆସନ୍ତା କଲି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାର ପୋର୍ଟ ପାଖ ପଡିଆରେ ଏକ ବିରାଟ…