Browsing Category

ଓଡିଶା

୮୦ ବର୍ଷରେ ପାଦ ଥାପିଲେ ଓଡ଼ିଶାର ‘ନେତା ନମ୍ବର-୧’ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ୧୯୯୭ରୁ ୨୦୨୪... ୧୯୯୭ରେ ଜନନେତା ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ସମୟକ୍ରମେ ପ୍ରମାଣିତ କରିଦେଲେ ଯେ, ସେ ହିଁ ଓଡ଼ିଶା ମାଟିରେ ନେତା ନମ୍ବର-୧ । ସେଦିନ ରାଜନୀତିକୁ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ–୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ ଆୟୁକ୍ତ…

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ଆସନ୍ତା ୧୮ ତାରିଖରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟ ପ୍ରଶାସନ ଓ ରାଜଭବନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଦିନ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନସ୍ଥିତ ନୂଆ ‘ଅଭିଷେକ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ୍

ବୁର୍ଲା,: ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ  ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଛି । ବିସଜେଡି ଏବଂ ଏବିଭିପି ମଧ୍ୟରେ ନିର୍ବାଚନୀ ପ୍ରତିଦ୍ବନ୍ଦିତା ରେ ଏବିଭିପି ଛାତ୍ର ସଂଗଠନ ବିପୁଳ ମାତ୍ରାରେ ଭୋଟ ପାଇ ବିଜୟ ଲାଭ କରିଛି । ସଭାପତି ପଦବୀରେ ଏବିଭିପିର ସୁଦର୍ଶନ ସୁନା…

ମୋହନାରେ ଛାତ୍ର ସଂସଦ ନିର୍ବାଚନ: ହିଲଟପରେ ଲିଟୁ ନାୟକ , ଚ଼ାନ୍ଦିପୁଟରେ ସୁଶାନ୍ତ ଶବର ନିର୍ବାଚ଼ିତ

ମୋହନା: ଆଜି ଶାନ୍ତି ଶୃଙ୍ଖଳାର ସହ ମୋହନା ବ୍ଲକରେ ରହିଥିବା ହିଲଟପ ସ୍ନାତକ ମହାବିଦ୍ୟାଳୟ ଓ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସଂପର୍ଣ୍ଣ ହୋଇଛି । ପ୍ରଥମ ଥର ପାଇଁ ମୋହନା ହିଲଟପ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ନିର୍ବାଚ଼ନରେ ଶିକ୍ଷାର୍ଥୀଙ୍କ ମନରେ…

ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ :ଆର୍ୟା ସଭାପତି, ଓଁକାର ସମ୍ପାଦକ, ଅସନ୍ତୁଷ୍ଠଙ୍କ ଧାରଣା

ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ଆଜି ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏବିଭିପି ସମର୍ଥିତ ଆର୍ୟା ନାୟକ ସଭାପତି ଏବଂ ଓଁକାର ଦଣ୍ଡସେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆର୍ୟା ନାୟକ ୯୪୬ ଭୋଟ ପାଇଥିବା ବେଳେ ଅର୍ପିତା ପ୍ରିୟଦର୍ଶିନୀ…

ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ

ନବରଙ୍ଗପୁର, ତାରିଖ: ୧୫.୧୦.୨୦୨୬:( ଶେଖର ଖୁରା )ଆନ୍ତର୍ଜାତୀୟ ମହିଳା କୃଷକ ଦିବସ ଅବସରରେ ଆଜି ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସମ୍ମିଳନୀ yuକକ୍ଷଠାରେ ଜିଲ୍ଲାସ୍ତରୀୟ ମହିଳା କୃଷକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନବରଙ୍ଗପୁର ମହେଶ ପାଢ଼ୀଙ୍କ ତତ୍ତ୍ୱାବଧାନରେ…

ବାଲେଶ୍ୱରରେ ଛାତ୍ର ସଂସଦ ନିର୍ବାଚନ: ଏଫ୍‌ଏମ୍ କଲେଜରେ ଏବିଭିପିର ବାଜିମାତ, ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି

ବାଲେଶ୍ୱର, ୧୬/୧୦ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ସଭାପତି ପଦ ହାତେଇଥିବା ବେଳେ ଏଫ୍‌ଏମ୍ ସ୍ୱୟଂଶାସିତ…

୭୮ ମଣ୍ଡପରେ ପୂଜା ପାଇବେ ମା’ ଦୁର୍ଗା : ବାଲେଶ୍ଵର ସହର ଉତ୍ସବ ମୁଖର

ବାଲେଶ୍ୱର, ୧୬/୧୦ (କୃଷ୍ଣ କୁମାର ମହାନ୍ତି): ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ବାଲେଶ୍ୱର ସହର। ଆସନ୍ତା ଶାରଦୀୟ ଦୁର୍ଗାପୂଜା ପାଇଁ ସହରର ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ଆକର୍ଷଣୀୟ ତୋରଣ, ମନମୋହକ ସାଜସଜ୍ଜା ଓ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି…

ପୁଲିସ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ଓ ରାବଣପୋଡ଼ି ପାଇଁ ବାଲେଶ୍ୱର ସହରରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା

ବାଲେଶ୍ୱର, ୧୫/୧୦ ( କୃଷ୍ଣ କୁମାର ମହାନ୍ତି): ଦୁର୍ଗାପୂଜା ଓ ରାବଣପୋଡ଼ି ଉତ୍ସବକୁ ଦୃଷ୍ଟିରେ ରଖି ବାଲେଶ୍ୱର ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ଯାତାୟାତକୁ ସୁବ୍ୟବସ୍ଥିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ସହରରେ ଅକ୍ଟୋବର…