Browsing Category

ଓଡିଶା

ଆଜି ଶେଷ ହେବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ।

କଟକ : ଆଜି ଶେଷ ହେବ ମାଟ୍ରିକ୍  ଖାତା ଦେଖା । ଚଳିତ ବର୍ଷ ବୋର୍ଡ ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୯ ରୁ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ଦୁଇ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଶ୍ରୀକାନ୍ତ ତରାଇ ସୂଚନା ଦେଇଥିଲେ । ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ୧୨ ହଜାର ୨୦୦ ବରିଷ୍ଠ…

ଭୁବନେଶ୍ୱରରେ ପ୍ରଥମ ଭିସା ଆବେଦନ କେନ୍ଦ୍ର ଖୋଲିଲେ ମୁଖ୍ୟମନ୍ତ୍ରୀ ମାଝୀ

ଭୁବନେଶ୍ବର : ରାଜ୍ୟରେ ସହଜ ହେଲା ଭିସା ଆବେଦନ । ରାଜ୍ୟ ବାହାରକୁ ଯାଇ ଭିସା ଆବେଦନ କରିବାକୁ ପଡିବ ନାହିଁ । ଓଡ଼ିଶାବାସୀଙ୍କୁ ଭିସା ସେବା ପାଇଁ କୋଲକାତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ସହରକୁ ଆଉ ଯିବାକୁ ପଡିବ ନାହିଁ। ବିଦେଶ ଯିବାକୁ ଚାହୁଁଥିବା ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଏହା…

କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ

ଭୁବନେଶ୍ବର : କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା  ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ ବାବୁଙ୍କ ଘରୁ ମିଳିଛି ୧ କେଜି ୧୪୦ ଗ୍ରାମ ସୁନା ଏବଂ…

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୂଆଦିଲ୍ଲୀ : ଆଜି ୯୦ତମ ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଗତି ପାଇଁ ଏକାଠି କାମ କରୁଛନ୍ତି। ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା!…

ଆଠମଲ୍ଲିକର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ : ୧୯୩୬ ଏପ୍ରିଲ ୧ରେ ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା। ୨୦୩୬ରେ ଆମେ ଓଡ଼ିଶା ଗଠନର ଶତବାର୍ଷିକୀ ପାଳନ କରିବା। ଏହି ସମୟ ମଧ୍ୟରେ ‘ବିକଶିତ ଭାରତ’ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମ ଓଡ଼ିଆ ପିଲାମାନେ ସୁସ୍ଥ…

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

ଯାଜପୁର: ଜନକୈନ୍ଦ୍ରିକ ପୋଲିସ୍ ସେବାକୁ ଅଧିକ ଶକ୍ତିଶାଳୀ କରିବା ଏବଂ ଡିଜିଟାଲ୍ ନବସୃଜନକୁ ଆପଣେଇବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ସ୍ୱରୂପ, ଯାଜପୁର ପୋଲିସ୍ ପକ୍ଷରୁ ଆଜି ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ ହୋଇଛି। ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ସହଜ ଉପଲବ୍ଧତା,…

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ : ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ…

ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଘନଘଟା ମଧ୍ୟରେ ବାଣିଜ୍ୟିକ ସିଲିଣ୍ଡରର ଦର ବୃଦ୍ଧି କରାଯାଇଛି। ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୪, ମୁମ୍ବାଇରେ ୧୯୬, ଚେନ୍ନାଇରେ ୨୦୩ ଏବଂ କୋଲକାତାରେ ୨୧୮ ଟଙ୍କା ବୃଦ୍ଧି…

ଅପରାହ୍ନ ପ୍ରବାସୀ ସାହିତ୍ୟ ମଞ୍ଚ ଓ ବିଶ୍ବାୟନ ସାହିତ୍ୟ ସଂସଦ ପକ୍ଷରୁ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ।

ଖଡଗପୁର (୩୧/୩): ଗତ ୨୯ ତାରିଖ ରବିବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବିଶ୍ବାୟନ ସାହିତ୍ଯ ସଂସଦ, ଖଡ଼ଗପୁର ଓ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର 'ଅପରାହ୍ଣ 'ର ପ୍ରବାସୀ ସାହିତ୍ଯ ମଞ୍ଚର ମିଳିତ ସହଯୋଗରେ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…

‘ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଉନ୍ମୋଚିତ ହେଲା ନିବାରଣ ଜେନାଙ୍କ ଉପନ୍ୟାସ

ବାଲେଶ୍ଵର,୩୦/୩(କୃଷ୍ଣ କୁମାର ମହାନ୍ତି): ଅଙ୍ଗେ ନିଭାଇବା କଥା ଓ ଦେଖିଲା ଚାହିଁଲା କଥା ଭାବରେ ନିଜ ଗପ ଓ ଉପନ୍ୟାସକୁ ଦୁଇ ଭାଗରେ ବିଭକ୍ତ କରି ଓଡ଼ିଆ ସାହିତ୍ୟକୁ କଥା ରଚନାରେ ରୁଦ୍ଧିମନ୍ତ କରିଥିବା ନିବାରଣ ଜେନା ନିରବଚ୍ଛିନ୍ନ ଭାବରେ କଥା ସାହିତ ନୃତ୍ୟ ରଚନା କରି ତାଙ୍କର ଲେଖନୀକୁ…