Browsing Category

ଓଡିଶା

ପ୍ରଧାନମନ୍ତ୍ରୀ ସବୁଜ ପଗଡ଼ି ପିନ୍ଧି ୫,୪୭୦ କୋଟି ଟଙ୍କା ପ୍ରକଳ୍ପର କଲେ ଉଦଘାଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଇସି କ୍ୟାମ୍ପସରେ ୬,୬୦୦ କୋଟିରୁ ଅଧିକ ମୂଲ୍ୟର ରାସ୍ତା, ସ୍ୱାସ୍ଥ୍ୟ ଏବଂ ଗୃହ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ଜଳନ୍ଧରରେ ପହଞ୍ଚିଛନ୍ତି। ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଢିଲୋନ…

ଅନୁଷ୍ଠିତ ହେଲା ବାଲେଶ୍ୱର ଜିଲ୍ଲା ପରିଷଦର ନବମ ବୈଠକ: ବିକାଶ ଓ ଲୋକସମସ୍ୟା ସମାଧାନକୁ ବୈଠକରେ ଗୁରୁତ୍ୱ

ବାଲେଶ୍ୱର, ୧୭/୭(କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନାର ସମୀକ୍ଷା ପାଇଁ ଷଷ୍ଠ ଜିଲ୍ଲା ପରିଷଦର ନବମ ବୈଠକ ଆଜି ପୂର୍ବାହ୍ନ ୧୦.୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭାପତି…

ମେରା ଯୁବ ଭାରତ’ ପକ୍ଷରୁ ଅନୁଷ୍ଠିତ ହେଲା ଯୁବକ ସଂଘ ବିକାଶ ଅଭିଯାନ କାର୍ଯ୍ୟକ୍ରମ 

ବାଲେଶ୍ୱର, ୧୭/୭(କୃଷ୍ଣ କୁମାର ମହାନ୍ତି): ଭାରତ  ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ବିଭାଗ ଅନ୍ତର୍ଗତ 'ମେରା ଯୁବ ଭାରତ' ବାଲେଶ୍ୱର ଓ ସାମାଜିକ ସଂଗଠନ 'ମୁନ୍ କମ୍ୟୁନିକେସନ'ର ମିଳିତ ସହଯୋଗରେ ଯୁବକ ସଂଘ ବିକାଶ  ଅଭିଯାନ କାର୍ଯ୍ୟକ୍ରମ ରଣସାହି ଠାରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର…

ରଥଯାତ୍ରା ଅବସରରେ ଉଦଘାଟିତ ହେଲା ‘ମଣିମା’ ଚିତ୍ରକଳା ପ୍ରଦର୍ଶନୀ:ଜଗନ୍ନାଥ ସଂସ୍କୃତିର ରଙ୍ଗରେ ରଙ୍ଗିନ…

ବାଲେପୁର, ୧୭/୭(କୃଷ୍ଣ କୁମାର ମହାନ୍ତି): ପବିତ୍ର ରଥ ଯାତ୍ରା ଅବସରେ ସମ୍ବଲପୁରର ଗୌରୀଶଙ୍କର ପାର୍କ ସ୍ଥିତ ଓଡିଶା ଲଳିତ କଳା ଏକାଡେମୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଓଡ଼ିଶାର ବିଶିଷ୍ଟ କଳାକାରମାନଙ୍କର ସମୂହ ଚିତ୍ରକଳା ପ୍ରଦର୍ଶନୀ 'ମଣିମା' ଉଦଘାଟିତ ହୋଇଯାଇଛି। ପ୍ରଦର୍ଶନୀର ମୁଖ୍ୟ…

ବେଙ୍ଗାଲୁରୁରେ ଭକ୍ତି ଓ ଉତ୍ସାହର ସହିତ ପାଳିତ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା:ବିବିଧତା ଭିତରେ ଦେଖିବାକୁ ମିଳିଲା…

ବାଲେଶ୍ଵର , ୧୭/୭(କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ବେଙ୍ଗାଲୁରୁ ସ୍ଥିତ ଆହଦ ସେରେନିଟି ପରିସର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ସ୍ଥାନୀୟ ଓଡ଼ିଆ ଜଗନ୍ନାଥ କମିଟି ପକ୍ଷରୁ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଭାରତର…

ଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ) ଏବଂ ଇସ୍କନ ମୁଖ୍ୟତଃ ଧର୍ମଶାସ୍ତ୍ର ପାରମ୍ପରିକ ବିସ୍ତୃତ ପାର୍ଥକ୍ୟ, ଯାହା ବିଦେଶୀ…

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ) ଏବଂ ଇସ୍କନ ମଧ୍ୟରେ ବିବାଦ ମୁଖ୍ୟତଃ ଧର୍ମଶାସ୍ତ୍ର ଏବଂ ପାରମ୍ପରିକ, ଯାହା ଭାରତ ବାହାରେ ମନଇଚ୍ଛା ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ପର୍ବ (ରଥଯାତ୍ରା ଏବଂ ସ୍ନାନ ଯାତ୍ରା ପରି) ପାଳନ ଉପରେ କେନ୍ଦ୍ରିତ, ଯାହା ପାରମ୍ପରିକ ଚନ୍ଦ୍ର କ୍ୟାଲେଣ୍ଡରକୁ…

ତ୍ରିରଥରେ ଓଲଟ ଶୁଆ

ତ୍ରିରଥରେ ଓଲଟ ଶୁଆ =============== ପକ୍ଷୀ ମାନଙ୍କ ମଧ୍ୟରେ ଶୁକ ପକ୍ଷୀ ବା ଶୁଆ ଏକ ଅଦ୍ଭୂତ ପକ୍ଷୀ l ଏହା ଜ୍ଞାନର ପ୍ରତୀକ l ଶୁଆ ଏକ ମାତ୍ର ପକ୍ଷୀ ଯିଏ କି ମନୁଷ୍ୟର ସ୍ୱରକୁ ଅନୁକରଣ କରିପାରେ l ବ୍ୟାସ ସୂତ ବ୍ରହ୍ମଜ୍ଞାନୀ ଶୁକ ଦେବଙ୍କୁ ଶୁକ ପକ୍ଷୀ ରୂପେ ପରିକଳ୍ପନା କରା ଯାଇ ଥାଏ…

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଆନୁକୂଳ୍ୟରେ ରଥଯାତ୍ରା ଅନୁଷ୍ଠିତ

ବରୋଦା, ତାରିଖ: ୧୭.୦୭.୨୦୨୬ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଆନୁକୂଳ୍ୟରେ ଗତକାଲି ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ମହୋତ୍ସବ ପୁଲିସ ପ୍ରଶାସନଙ୍କ ସୁଚାରୁ ବନ୍ଦୋବସ୍ତ ଏବଂ ହଜାର ହଜାର ଭକ୍ତଙ୍କ ଭକ୍ତିଭାବପୂର୍ଣ୍ଣ ସହଯୋଗରେ ଅତ୍ୟନ୍ତ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ସମ୍ପନ୍ନ…

ରାୟଗଡ଼ା ବନ ବିଭାଗ କୁ ଏକ ବଡ଼ ସଫଳତା

ରାୟଗଡ଼ା:(ଭି ଗୌରୀ ଶଙ୍କର) ରାୟଗଡ଼ା ଜିଲ୍ଲାରେ ବନ ବିଭାଗର ବଡ଼ ଧରପଗଡ଼। ଲେଲିଗୁମା ନିକଟସ୍ଥ ସାଙ୍ଗର ଜଙ୍ଗଲ ଅଞ୍ଚଳରୁ ଅବୈଧ ଭାବେ ମାଙ୍ଗାନିଜ୍ ଚୋରା ଚାଲାଣ ବେଳେ ଏକ ହାଇୱା, ଏକ JCB ଓ ଏକ ମୋଟରସାଇକେଲ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଦେଖନ୍ତୁ ଏହି ରିପୋର୍ଟ।…

ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଆନୁକୂଳ୍ୟରେ ରଥଯାତ୍ରା ଅନୁଷ୍ଠିତ

ବରୋଦା, ତାରିଖ: ୧୭.୦୭.୨୦୨୬ : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ବରୋଦା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଧନୋରା ଇଲାକା ଜଗନ୍ନାଥମୟ ହୋଇଉଠିଥିବା…