Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ
କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ଫସିଲେ ମହିଳା ଏଆରଆଇ। ଲାଞ୍ଚ ନେଇ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିଛନ୍ତି ଡେରାବିଶ କାଉପଡା ଏଆରଆଇ ସାଇଦର୍ଶିନୀ ଲେଙ୍କା। ମ୍ୟୁଟେସନ୍ ପାଇଁ ସେ ୫୫୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଘଟଣାର ତଦନ୍ତ ଜାରି ରହିଛି।
କୋର୍ଟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପୂର୍ବରୁ ଅନୁମତି ଆବଶ୍ୟକ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଏଣିକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ବିନା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ କୋର୍ଟ କାର୍ଯ୍ୟର ଅଡିଓ-ଭିଡିଓ ରେକର୍ଡିଂ ଶେୟାର କରାଯାଇ ପାରିବ ନାହିଁ।
ସୁପ୍ରିମକୋର୍ଟ ଅନୁମତି ବିନା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ କୋର୍ଟ…
ନବରଙ୍ଗପୁରରେ ଯୁବଛାତ୍ର ମହାସଂଘର ବିଶାଳ ପ୍ରତିବାଦ ସଭାଯାତ୍ରା
ନବରଙ୍ଗପୁର, ୨୩ ଜୁଲାଇ:(ଶେଖର ଖୁରା ) ନବରଙ୍ଗପୁର ଜିଲ୍ଲା ଯୁବଛାତ୍ର ମହାସଂଘ ପକ୍ଷରୁ ଗୁରୁବାର ସକାଳ ୧୧ଟାରେ ଜିଲ୍ଲା ଆବାହକ ରାଜେଶ ଜାନୀଙ୍କ ନେତୃତ୍ୱରେ ଚାଉରିଆଗୁଡ଼ାରୁ ମାଝିଗୁଡ଼ା ପର୍ଯ୍ୟନ୍ତ ଏକ ବିଶାଳ ପ୍ରତିବାଦ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା…
ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ ।
ଗଜପତି,୨୩.୭(ମନୋଜ ପାଢ଼ୀ)-: ପାରଳାଖେମୁଣ୍ଡି ରଥଯାତ୍ରାରେ ଅଘଟଣ , ମୃତ୍ ପରିବାର କୁ ଶାନ୍ତନା ଦେଲେ ବିଧାୟକ ପାରଳାଖେମୁଣ୍ଡି -ରାମଦଳିରେ ୧୭ ବର୍ଷୀୟ ନାବାଳକ ବିନୋଦ ବେହେରା ଙ୍କ ମୃତ୍ୟୁ ଖବର ପାଇ ଆଜି ତାଙ୍କ ବାସ ଭବନ ପହଞ୍ଚି ତାଙ୍କ ପିତା ମୋହନ ବେହେରା ଓ ସପରିବାର କୁ ଆଶ୍ଵାସନା ଦେଲେ…
ଭକ୍ତି ନୈବେଦ୍ୟ ତରଫରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଭଜନ ପରିବେଷଣ ।
ଗଜପତି (ମନୋଜ ପାଢ଼ୀ) –: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଘୋଷଯାତ୍ରା ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ରେ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ରଘୁନାଥ ପାତ୍ର…
ବିଧାନସଭା ସ୍ଥାୟୀ ସମିତି ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ ଗଜପତି ଜିଲ୍ଲା ର…
ଗଜପତି, ୨୩.୭(ମନୋଜ ପାଢ଼ୀ):-ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ ସମିତି– ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଆଜି ସକାଳ ୧୧ଟାରେ ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୩ରେ କମିଟି ଅଧକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ପ୍ରଥମେ…
ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ
ଶ୍ରୀଜଗନ୍ନାଥଙ୍କ ମାଉସୀ ମାଆ
=================
ଆଷାଢ଼ମାସ ଆସିଗଲେ ମହାପ୍ରଭୁ ଜଗନ୍ନାଥଙ୍କର କି ଖୁସି l ଘୋଷ ଯାତ୍ରା,କେତେକେତେ ଭକ୍ତ ଚାହିଁ ବସିଥିବେ,ତାଙ୍କ ସହ ମିଶିବେ,ଛେଚା,କୁଟା,ଟଣା ଓଟରା ଖାଇ ରଥରେ ବସିବେ,ଆଉ ଭକ୍ତମାନଙ୍କ ହରିବୋଲ, ଘଣ୍ଟ, ଘଣ୍ଟା, ଖୋଳ,କୀର୍ତ୍ତନ ମଧ୍ୟରେ…
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
(ଭକ୍ତ ସାଲବେଗଙ୍କ କଥା)
==================
ମୋଗଲ ଶାସନ କାଳରେ ପନ୍ଦରଶହ ଶତାବ୍ଦୀର ଶେଷ ଆଡ଼କୁ ଜାହାଙ୍ଗୀର କୁଲି ଖାଁ କଟକଠାରେ ନାଏବ ନିଯୁକ୍ତ ଥିଲେ l ସାହିତ୍ୟରେ ସେ ପରିଚିତ ହୁଅନ୍ତି ଲାଲବେଗ ନାମରେ l ସେ ପିପିଲି ଠାରେ ଅବସ୍ଥାନ କାଳରେ ବୁଲୁ…
ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ବାହୁଡା଼ଯାତ୍ରା ଆୟୋଜନ
ନୋଏଡା ତା୨୪.୦୭ରିଖ ; ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ବାହୁଡା଼ଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ କମ୍ୟୁନିଟି ସେଣ୍ଟର ସ୍ଥିତ ଆଡ଼ପ ମଣ୍ଡପରେ…
ବର୍ଷାଭିଜା ପରିବେଶରେ ଅନୁଷ୍ଠିତ ହେଲା ଇମାମି ନଗର ରଥଉତ୍ସବ : ରାସଲୀଳାରେ ମୁଗ୍ଧ ହେଲେ ଅଗଣିତ ଶ୍ରଦ୍ଧାଳୁ ଓ ଭକ୍ତ
ବାଲେଶ୍ୱର, ୨୩ ଜୁଲାଇ(କୃଷ୍ଣ କୁମାର ମହାନ୍ତି): ଇମାମି ନଗରସ୍ଥିତ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ଆୟୋଜିତ ରଥଉତ୍ସବ-୨୦୨୬ ବର୍ଷାଭିଜା ପରିବେଶ ମଧ୍ୟରେ ଅନୁଷ୍ଠିତ ହେବା ସହିତ ଭକ୍ତି, ସେବା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟର ସାକ୍ଷୀ ପାଲଟିଥିଲା। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ…