Browsing Category

ଓଡିଶା

ଗଜପତି ଜିଲ୍ଲାରେ କିଶୋର ନ୍ୟାୟ ଆଇନ ଓ ଶିକ୍ଷାର ଅଧିକାର ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ।

ଗଜପତି (ମନୋଜ ପାଢ଼ୀ) –: ଗଜପତି ଜିଲ୍ଲା ବିଧି ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ତା. ୨୮.୦୭.୨୦୨୬ ରିଖ ଅପରାହ୍ନ ୩.୦୦ ଘଟିକା ସମୟରେ…

ଓଡ଼ିଶା ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଚେନ୍ନାଇ ଗସ୍ତ

ଗଜପତି,୩୦.୭ (ମନୋଜ ପାଢ଼ୀ)-:ଶିଳ୍ପ, ସ୍ୱାସ୍ଥ୍ୟ ଓ ନଗର ବିକାଶ ମଡେଲର ସମୀକ୍ଷା ଚେନ୍ନାଇରେ ରହୁଥିବା ଗଜପତିର ଛାତ୍ରଛାତ୍ରୀ ଓ ଶ୍ରମିକଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଓଡ଼ିଶା ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟମାନେ ୨୦୨୬–୨୭ କାର୍ଯ୍ୟବର୍ଷର…

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଅନ୍ତର୍ଜାତୀୟ ବାଘ ଦିବସ କାର୍ଯ୍ୟକ୍ରମ

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆଜି ଅନ୍ତର୍ଜାତୀୟ ବାଘ ଦିବସ–୨୦୨୬ ଅବସରରେ ବିଭିନ୍ନ ସଚେତନତା, ଶିକ୍ଷାମୂଳକ ଓ ସଂରକ୍ଷଣଧର୍ମୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଘ ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଏବଂ ବନ୍ୟଜନ୍ତୁ ସୁରକ୍ଷାରେ ସାଧାରଣ ଲୋକଙ୍କ ସକ୍ରିୟ…

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ଗୋପାଳପୁରରୁ ରାୟଗଡ଼ାକୁ ସିଧାସଳଖ ରେଳ ପଥ ଯୋଗେ ଯୋଡ଼ିବା ଲାଗି ୨୫୦ କିଲୋମିଟର ବିଶିଷ୍ଟ ରେଳ ଲାଇନକୁ ମଞ୍ଜୁରି ମିଳିଛି। ଏହି ରେଳ ଲାଇନର ଚୁଡ଼ାନ୍ତ କ୍ଷେତ୍ର ସର୍ବେକ୍ଷଣକୁ ମଞ୍ଜୁରି ଦିଆସରିଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ଲାଗି କ୍ଷେତ୍ର ସର୍ବେକ୍ଷଣ…

କୂଳ ଲଂଘୁଛି ସୁନା ନାଳ, ଗୋପୀ ସାହିର ୫୦ ପରିବାର ଜଳ ବନ୍ଦୀ

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ…

ବନ୍ୟାବିପନ୍ନଙ୍କ ପାଖରେ ପହଞ୍ଚିଲା ବିକ୍ରମ ପଣ୍ଡା ଫାଉଣ୍ଡେସନ : ଜଳବନ୍ଦୀ ଅଞ୍ଚଳରେ ରିଲିଫ୍ ବଣ୍ଟନ, ବାସହୀନଙ୍କୁ…

ବାଲେଶ୍ଵର, ୩୦/୭ (କୃଷ୍ଣ କୁମାର ମହାନ୍ତି) : ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହର ଓ ଉପକଣ୍ଠ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମଧ୍ୟରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ବନ୍ୟାବିପନ୍ନ ଲୋକଙ୍କୁ ତ୍ୱରିତ ସହାୟତା ଯୋଗାଇ ଦିଆଯାଇଛି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ…

ବାଲେଶ୍ୱରରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତ୍ୱରିତ ରିଲିଫ୍…

ବାଲେଶ୍ୱର, ୨୯ ଜୁଲାଇ (କୃଷ୍ଣ କୁମାର ମହାନ୍ତି): ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ଗସ୍ତ କରି ବର୍ତ୍ତମାନର ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।…

ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା, ଜଳବନ୍ଦୀ ହଜାର ହଜାର ପରିବାର

ବାଲେଶ୍ବର : ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା। ବୈତରଣୀରୁ ବୁଢାବଳଙ୍ଗ, ସାଳନ୍ଦୀ, ଜଳକା ସବୁ ନଦୀରେ ବନ୍ୟା। ଆଉ ଏହି ବନ୍ୟା ପାଣିରେ ଭାସୁଛି ଗାଁ ପରେ ଗାଁ, ଉଜୁଡ଼ି ଯାଉଛି ଧନ ଜୀବନ। ପାଣି ଘେରରେ ଛଟପଟ ହେଉଛନ୍ତି ହଜାର ହଜାର ଲୋକ। ସୁଅ ମୁହଁରେ ଏବେ ଲୋକଙ୍କ ଜୀବନଜୀବିକା। ତେବେ ସଙ୍କଟ…

କଲେଜରେ ପଢ଼ାଯିବ ସେୟାର ମାର୍କେଟ୍ ପାଠ

ଭୁବନେଶ୍ୱର :ସେୟାର ମାର୍କେଟର ଟିକିନିଖି ହାଲଚାଲ ବୁଝିବା ଏଣିକି ହେବ ସହଜ। ବେଶୀ କଷ୍ଟ ନୁହେଁ, ସିଧା କଲେଜରେ ମିଳିବ ନଲେଜ୍। ସରକାରୀ ପିଜି ଏବଂ ଯୁକ୍ତ ତିନି କଲେଜଗୁଡ଼ିିକରେ ଏହାକୁ ଆରମ୍ଭ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ। ସେୟାର ମାର୍କେଟର ଖବର, ମ୍ୟୁଚାଲ ଫଣ୍ଡରେ ଇନଭେଷ୍ଟ, ଫାଇଦା…