Browsing Category

ଓଡିଶା

୮ ଘଣ୍ଟାର ସଂଘର୍ଷ ପରେ ଜିତିଲା ଜୀବନ, ମହୁ ଲୋଭରେ ପଥର ସନ୍ଧିରେ ଫସିଥିଲା ନାବାଳକ

ପଥର ଖୋଲ ଭିତରେ ଛଟପଟ ହେଉଥିଲା ନିଷ୍ପାପ ଜୀବନ। ତାକୁ ଉଦ୍ଧାର କରିବାକୁ ଚାଲିଥିଲା ମାରାଥନ୍ ଅପରେସନ୍। ୮ ଘଣ୍ଟା ପରେ ମୃତ୍ୟୁ ଗର୍ତ୍ତରୁ ମୁକ୍ତିର ଆନନ୍ଦ। ୮ ଘଣ୍ଟାର ସେହି ଦୀର୍ଘ ପ୍ରତୀକ୍ଷା କେବଳ ପରିବାର ପାଇଁ ନୁହେଁ, ବରଂ ସାରା ଅଞ୍ଚଳ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା। ନୟାଗଡ଼ ଜିଲ୍ଲା…

ହାରିବାର ଦୁଇ ଦିନ ପରେ ବି ଗାଦି ଛାଡ଼ୁନାହାନ୍ତି ମମତା : ୯ରେ ଶପଥ ଉତ୍ସବ ପାଇଁ ବ୍ରିଗେଡ୍ ଗ୍ରାଉଣ୍ଡରେ ବିଜେପିର…

କୋଲକାତା : ବେଙ୍ଗଲରେ ନିର୍ବାଚନ ପରବର୍ତ୍ତୀ ହିଂସା। ଜଳିଛି ତୃଣମୂଳ କଂଗ୍ରେସର ପାର୍ଟି ଅଫିସ୍। ଆସନସୋଲ ହେଉ କି ଜଗତବଲ୍ଲଭପୁର, ଜାମୁରିଆ ହେଉ କି ଜିଆଗଞ୍ଜ। ୧୫ ବର୍ଷର ରାଗ ଓ ରୋଷର ନିଆଁରେ ଜଳିଛି ତୃଣମୂଳ କଂଗ୍ରେସର କାର୍ଯ୍ୟାଳୟ। ପଶ୍ଚିମବଙ୍ଗର ଏକାଧିକ ଅଞ୍ଚଳରେ ତୃଣମୂଳ କଂଗ୍ରେସ…

ବାରିପଦାରେ ମେ ୧୦ରେ ସିଏଚଆରସିର ୧୭ତମ ଜାତୀୟ ମାନବାଧିକାର ସମ୍ମେଳନ ଓ ସ୍ଥାପନା ଉତ୍ସବ ଅନୁଷ୍ଠିତ ହେବ

ବାଲେଶ୍ୱର, ୬/୫ (କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ (ସିଏଚଆରସି), ଓଡ଼ିଶା ପକ୍ଷରୁ ମେ ୧୦, ୨୦୨୬ ତାରିଖ ସକାଳ ୧୦:୪୦ରେ ବାରିପଦା ଇଉନିଟ୍‌ର ସ୍ଥାପନା ଉତ୍ସବ ସହିତ ୧୭ତମ ଜାତୀୟ ମାନବାଧିକାର ସମ୍ମେଳନ ଆୟୋଜିତ ହେବ। କାର୍ଯ୍ୟକ୍ରମଟି ବାରିପଦାର ଛଉ ପଡ଼ିଆ…

ପଶ୍ଚିମବଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ପାଇଁ ଶ୍ରୀ ମାଝୀଙ୍କୁ ‘କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରାଯାଇଛି।…

ମଞ୍ଚାୟନ ନାଟକ ଉତ୍ସବ ଆୟୋଜିତ

ନୟାଗଡ଼ : ପଠାଣି ସାମନ୍ତ ସଂସ୍କୃତି ଭବନରେ ମଇ ୯ ସନ୍ଧ୍ୟା ୭ ଟା ସମୟରେ ପବିତ୍ର ମହାନ୍ତିଙ୍କ ନିର୍ଦ୍ଦେଶିତ 'ଓଡଶ' ଏବଂ ମଇ ୧୦ ସନ୍ଧ୍ଯା ୭ଟା ସମୟରେ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ନାଟକ 'ଜଉଘର' ଅନୁଷ୍ଠିତ ହେବ। ଏଥିରେ ବହୁ ସଂଖ୍ଯକ ଦର୍ଶକ ଯୋଗ ଦେବାପାଇଁ ଆୟୋଜକଙ୍କ ତରଫରୁ…

ଜନଗଣନା ଡ୍ୟୁଟି କରିବେ ଘରୋଇ ସ୍କୁଲ ଶିକ୍ଷକ, ମନା କଲେ କଡା ଆକ୍ସନ୍

ଭୁବନେଶ୍ୱର : ଜନଗଣନା ପାଇଁ ସତର୍କ କଲେ ସରକାର । ଓଡ଼ିଶାରେ ଚାଲିଥିବା ଜନଗଣନା କାର୍ଯ୍ୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି କେବଳ ସରକାରୀ ନୁହେଁ ବରଂ ସମସ୍ତ ଘରୋଇ ସ୍କୁଲର ଶିକ୍ଷକ ଓ କର୍ମଚାରୀମାନଙ୍କୁ ମଧ୍ୟ ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିବ। ଏଥିରେ…

ତାମିଲନାଡୁରେ ଏବେ ଥଲପତିଙ୍କ ରାଜ୍। ଆସନ୍ତାକାଲି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ।

ଚେନ୍ନାଇ : ତାମିଲନାଡୁରେ ସରକାର ଗଠନ ନେଇ ହଲଚଲ ଜୋର। TVKକୁ ସମର୍ଥନ ନେଇ ଘୋଷଣା କରିଛି କଂଗ୍ରେସ। ଗତକାଲି ଭର୍ଚୁଆଲରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଆଜି ମଧ୍ୟାହ୍ନରେ ତାମିଲନାଡୁ କଂଗ୍ରେସର ନେତାଙ୍କ ସହ ଟିଭିକେ ମୁଖ୍ୟ ବିଜୟ ଆଲୋଚନା କରିବା କାର୍ଯ୍ୟକ୍ରମ…

ରଘୁନାଥ ଜୀଉ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଟକ : କଟକ ରଘୁନାଥ ଜୀଉ ମହାବିଦ୍ୟାଳୟର ପୁର୍ବତନ ଉପlଧକ୍ଷ ତଥା ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଚନ୍ଦ୍ରମୋହନ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ…

୮ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ପୂରଣ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହେବ। ଅନ୍‌ଲାଇନ ଜରିଆରେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ ଦାଖଲ କରିପାରି​‌େ​‌ବ। ରେଗୁଲାର ଓ ଏକ୍ସ ରେଗୁଲାର…

ବସନ୍ତଭିଲା ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ : ଦୁଇ ଜୀବନ୍ତ ଦଗ୍ଧ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଝାରପଡା କେନାଲ ରୋଡର ବସନ୍ତଭିଲା ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟ ର ପ୍ୟାନେଲ ବୋର୍ଡ ରେ ସର୍ଟ ସର୍କିଟ ହେବା ଯୋଗୁଁ ପାଖରେ ଥିବା ଗାର୍ଡ ରୁମ୍ ନିଆଁ ଲାଗି ଯାଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର…