Browsing Category

ଓଡିଶା

ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୬୩% ବୃଦ୍ଧି

ନୂଆଦିଲ୍ଲୀ : ବିଗତ ଏକ ବର୍ଷ (୨୦୨୫-୨୬)ରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ପରିମାଣ ୨୩,୬୨୨ କୋଟି ଥିବାବେଳେ ଏଥର ୬୩ ପ୍ରତିଶତ ବୃଦ୍ଧି ପାଇଛି। ଭାରତ ଇତିମଧ୍ୟରେ ଆମେରିକା ଓ ଇସ୍ରାଏଲ ସମେତ ୮ଟି ରାଷ୍ଟ୍ରକୁ…

ଆଗ ନିମନ୍ତ୍ରଣ

ଆସ ଆମେ ଦେବା ଆଗ ନିମନ୍ତ୍ରଣ ବିଘ୍ନରାଜ ଗଣେଶଙ୍କୁ ନ ଆସିବ ବିଘ୍ନ କାର୍ଯ୍ୟ ହେବ ସିଦ୍ଧି ଡ଼ାକିଲେ ଆଗ ତାହାଙ୍କୁ । ଦ୍ୱିତୀୟରେ ପୁଣି ଦେବା ନିମନ୍ତ୍ରଣ କମଳା ନାରାୟଣଙ୍କୁ ମାଙ୍ଗଳିକ କାର୍ଯ୍ୟ ହେବ ଶୁଭଙ୍କର ଆଶୀର୍ବାଦ ଉଭୟଙ୍କୁ । ତୃତୀୟରେ ପତ୍ର ସମର୍ପିତ ଦେବା ଜୟ ପବନ…

ଓଡ଼ିଶା ଖଣି ନିଗମର ରେକର୍ଡ ଖଣିଜ ଉତ୍ପାଦନ, ଆୟ ମଧ୍ୟ ସର୍ବାଧିକ

ଭୁବନେଶ୍ୱର : ଓଡ଼ିଶା ଖଣି ନିଗମ (OMC) ୨୦୨୫-୨୬ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ ସର୍ବାଧିକ ଉତ୍ପାଦନର ରେକର୍ଡ ମଧ୍ୟ କରିଛି । ଏହି ଆର୍ଥିକ ବର୍ଷରେ ଲୌହ ଧାତୁ ଉତ୍ପାଦନ ୪୦.୦୨ ମିଲିଅନ୍ ଟନ୍ ହୋଇଥିବା ବେଳେ…

ବିଶ୍ୱସ୍ତରୀୟ ହେବ ଓଡ଼ିଶା ପର୍ଯ୍ୟଟନ, ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଇଁ ମାଷ୍ଟରପ୍ଲାନ୍

ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଓଡ଼ିଶା ହେବା ଦରକାର। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ସବୁ…

ସେତୁବନ୍ଧ ଓ ଶ୍ରୀରାମେଶ୍ଵରମ ପ୍ରତିଷ୍ଠା

ସେତୁବନ୍ଧ ଓ ଶ୍ରୀରାମେଶ୍ଵରମ ପ୍ରତିଷ୍ଠା ================== ହନୁମାନ ଲଙ୍କା ଦହନକରି ମାଆ ସୀତା ଅଶୋକ ବାଟିକାରେ ବନ୍ଦିନୀ ରହିଛନ୍ତି ବୋଲି ଆସି ଖବର ଦେଲେ l ଖବର ପାଇ ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ସମସ୍ତ ବାନର ଓ ଭଲ୍ଲୁକ ସେନା ଉଲ୍ଲସିତ ହୋଇ ପଡ଼ିଲେ l ସମସ୍ତେ ଏକ ସ୍ୱରରେ କହିଲେ ଏବେ…

ଗାଁ ଅନୁଭୂତି

ଗାଁ ଅନୁଭୂତି ପୂରୁବରେ ବାବା ଆଖଣ୍ଡଳମଣି ଜୟଚଣ୍ଡି ପଶ୍ଚିମରେ ଉତ୍ତର ଦିଗରେ ମାଆ ବିମଳା ଲୋ ହନୁମାନ ଦକ୍ଷିଣରେ । ଗ୍ରାମର ଦେବତୀ ମାଆ ବଳୀ ବିଜେ ଶ୍ମଶାନ ଗ୍ରାମ ଶେଷରେ ସ୍ୱୟଂ ଜଗନ୍ନାଥ ପୂଜା ପାଉଛନ୍ତି ଏ ଗାଆଁ ମଧ୍ୟ ଭାଗରେ । କର୍ପୁର ସୁବାସ ମହମହ ବାସେ ଗୀତା ମନ୍ତ୍ର…

ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା, RI ଓ ରାଇଟର୍‌ଙ୍କ ନାଁରେ ପୁଣି ଅଭିଯୋଗ

ଅନୁଗୁଳ : ଲମ୍ବିବାରେ ଲାଗିଛି ଅନୁଗୁଳ ପୋଲିସର RI ଗୋବିନ୍ଦ ମାହାରୀ ଓ ରାଇଟର୍ ଶୁଭକାନ୍ତ ସାହୁଙ୍କ ନାଁରେ ଅଭିଯୋଗ। ମହିଳା ହାବିଲଦାର ସୁମିତ୍ରା ବିଶ୍ବାଳଙ୍କ ଅଭିଯୋଗ ପରେ ଏବେ ଆଉ ଏକ ଅଭିଯୋଗ ଲାଗିଛି। ଅନୁଗୁଳ ଏସପିଙ୍କ ପାଖରେ ଫେରାଦ ହୋଇଛି ହାବିଲଦାର ଓ କନେଷ୍ଟବଲ୍ ସଂଘ। କେବଳ…

ପାଟିରେ ପଶିଗଲା ଜୀବନ୍ତ କଉ ମାଛ,ଚାଲିଗଲା ଯୁବକଙ୍କ ଜୀବନ

ବାଙ୍ଗିରିପୋଷି :ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ଏହି ହୃଦୟବିଦାରକ ଘଟଣାରେ ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଦିଘି ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଅବିନାଶ ବିଜୁଳି। ଅବିନାଶ ବନ୍ଧରେ ମାଛ ଧରିବା…

ବାଲେଶ୍ୱର ଜିଲ୍ଲାପାଳ ପ୍ରଦାନ କଲେ ୨୦୨୭ ଜନଗଣନା ପାଇଁ ସ୍ୱୟଂକ୍ରିୟ ଗଣନା ପୋର୍ଟାଲ ବ୍ୟବହାର ସମ୍ବନ୍ଧୀୟ ସୂଚନା

ବାଲେଶ୍ୱର,୩/୪(କୃଷ୍ଣ କୁମାର ମହାନ୍ତି): ଜନଗଣନା ୨୦୨୭ ପାଇଁ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ସମସ୍ତ ଜିଲ୍ଲାବାସୀଙ୍କୁ ସ୍ୱୟଂକ୍ରିୟ ଗଣନା (Self Enumeration) ପୋର୍ଟାଲରେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ପାଇଁ ଆଜି ନିବେଦନ…

ବସନ୍ତ କବିତା ଆସର ଅନୁଷ୍ଠିତ

ନୟାଗଡ଼ (୩/୪) : " ଓଡ଼ଗାଁ ନିକଟସ୍ଥ ଶ୍ରୀ ପଲିଟେକନିକ,କୋମଣ୍ଡରେ ଆଜି ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି।ସମାଜସେବୀ ତଥା ଖେଳମଣିଷ ଦିବାକର ନାୟକଙ୍କ ସଭାପତିତ୍ୱରେ ଉକ୍ତ ଆସରରେ ଓଡ଼ଗାଁ ତହସିଲଦାର୍ ତଥା ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି, ଶ୍ରୀ ପଲିଟେକନିକ୍ କୋମଣ୍ଡର…