Browsing Category

ଦେଶବିଦେଶ

ଶପଥ ନେଲେ ମଣିପୁର ମୁଖ୍ୟମନ୍ତ୍ରୀ

ବି.ବି.ନିୟୁଜ: ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା । ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ । ମଣିପୁର ଲୋକଭବନରେ ରାଜ୍ୟପାଳ…

ସିନ୍ଧୁ ଜଳ ଚୁକ୍ତି ଶୁଣାଣିରେ ସାମିଲ ହେବନି ଭାରତ

ନୂଆଦିଲ୍ଲୀ : ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ନେଇ ଗଠିତ ଏକ ଅନ୍ତର୍ଜାତୀୟ ଅଦାଲତ କୋର୍ଟ ଅଫ୍‌ ଆର୍ବିଟ୍ରେସନ (ସିଓଏ)ର କାର୍ଯ୍ୟକୁ ଭାରତ ଖାରଜ କରିଛି। ଏହି ଅଦାଲତର ବୈଧତାକୁ ଭାରତ ସ୍ୱୀକାର କରେ ନାହିଁ ଏବଂ ଏହାର କୌଣସି ପ୍ରକାର କାର୍ଯ୍ୟ ପ୍ରକ୍ରିୟାରେ ସାମିଲ ହେବ ନାହିଁ ବୋଲି…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏସଆଇଆର ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ଆମେ କେବେ ନିର୍ବାଚନ କମିଶନଙ୍କୁ ଏତେ ଅହଂକାରୀ ଏବଂ ମିଛୁଆ ଦେଖିନାହୁଁ।” ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ…

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଶୁଳ୍କ ହ୍ରାସ କରିଛି। ୨୫% ରୁ ୧୮% କୁ ଆମେରିକା ଶୁଳ୍କ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…

ସାହିତ୍ୟ ଆଲୋଚନା ଚକ୍ରରେ ଉନ୍ମୋଚନ ହେଲା ପତ୍ରିକା ‘ଅନ୍ନପୂର୍ଣ୍ଣା’ ଓ ‘ତଥାପି ସରି…

କଲକାତା(୨/୨): କଲକାତା ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦ ଦ୍ୱାରା ଏକ ଓଡ଼ିଆ ସାହିତ୍ୟ ଆଲୋଚନା ଚକ୍ରରେ ପୁସ୍ତକ ଲୋକର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଅଛି । ଅନ୍ନପୂର୍ଣ୍ଣା ସାହିତ୍ୟ ପରିଷଦର ଉପଦେଷ୍ଟା ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁ ଓ ରେଣୁକା ରଥଙ୍କ ଯୁଗ୍ମ ପୌରହିତ୍ୟରେ ଆଲୋଚନା ଚକ୍ରଟି…

ବଜେଟ ଉପରେ ଘୋର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ବି.ବି.ନିୟୁଜ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ  ଆର୍ଥିକ  ୨୦୨୬-୨୦୨୭ ବର୍ଷର ବଜେଟ ଉପରେ ଘୋର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି କେନ୍ଦ୍ର ଦ୍ଵାରା ଉପସ୍ଥାପିତ କରାଯାଇଥିବା ବଜେଟ ଦେଶର ଜନସାଧାରଣଙ୍କୁ…

ଘୁମୁସର ଗବେଷଣା ପ୍ରତିଷ୍ଠାନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଲକାତା (୧/୨) : ଘୁମୁସର ଗବେଷଣା ପ୍ରତିଷ୍ଠାନ ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ କାଳିଞ୍ଜି ସମାଜ କୁଳ ଗୃହରେ ଡ. ଶ୍ୟାମା ପ୍ରସାଦ ମିଶ୍ର ଙ୍କ ଆବାହକତ୍ଵରେ ଅନୁଷ୍ଠିତ ହେଇଯାଇଛି । ପ୍ରତିଷ୍ଠାନ ର ସଭାପତି ଡ. ସନ୍ତୋଷ କୁମାର ଆପଟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ…