Browsing Category

ଅପରାଧ

ଜେଲ୍‌ରେ ‘ଆପ୍‌’ ମନ୍ତ୍ରୀଙ୍କୁ ଘଷାମୋଡ଼ା କରୁଥିବା ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭୋଗୁଛି…

ନୂଆଦିଲ୍ଲୀ: ନିକଟରେ ‘ଆମ୍‌ ଆଦ୍‌ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀର ତିହାର ଜେଲ୍‌ରେ ‘ମସାଜ୍‌’ ବା ଘଷାମୋଡ଼ା ଖାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ସେୟାର୍‌ କରିଥିଲା ‘ବିଜେପି’। ଏବେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଆଜି ସକାଳୁ ଖବର ମିଳିଥିଲା ଯେ…

ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି…

କ୍ଷଣିକ ଉତ୍ତେଜନାରେ ଆସି ଶ୍ରଦ୍ଧାକୁ ହତ୍ୟା କରିଛି ଅଫ୍‌ତାବ, ଅଦାଲତାରେ ମାନିଲା ସତ

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍‌ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ ‌କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତାଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି…

କିଏ ଲୁଚାଇଥିଲା ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି? ତଦନ୍ତ କରୁଛି ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଏଭେଣ୍ଡର ଗାଡ଼ି ମିଳିବା ପରେ କିଏ ଏହାକୁ ଲୁଚାଇଥିଲା ତାର ତଦନ୍ତ କରୁଛି ଇଡି।ଏଥିଲାଗି ମଞ୍ଚେଶ୍ୱରର ସେହି ଅଞ୍ଚଳରେ ଗତ ଏକମାସ ଭିତରେ ସିସିଟିଭି ଫୁଟେଜକୁ ଯାଞ୍ଚ କରିବାକୁ ଇଡି ଯୋଜନା କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଶନିବାର ରାତିରେ ମଞ୍ଚେଶ୍ବର…

ପାଣିକୋଇଲି ମାଡିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାତପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦…

୩ ବେପାରୀଙ୍କଠାରୁ ୪୨ କେଜି ଗଞ୍ଜେଇ ଜବତ

ଧଉଳି: ଧଉଳି ଥାନା ପୁଲିସ ଆଜି ଚୋରା ଗେଞ୍ଜେଇ କାରବାର ମାମଲାରେ ୩ ଆନ୍ତଃଜିଲ୍ଲା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବାଲିକନ୍ଦଳ ମଲ୍ଲିକ ସାହିର ଦୀପକ କୁମାର ମଲ୍ଲିକ(୩୦), ଉକ୍ତ ଥାନା ଅଞ୍ଚଳର ରମେଶ କୁମାର…

ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କଲା ପୁଲିସ

ଭୁବନେଶ୍ବର: ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡ଼ଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି। ବିଳମ୍ବିତ ରାତିରେ…

୩୦ ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ୩୦୦ ଖଣ୍ଡ କରି ତମ ପାଖକୁ ପଠାଇଦେବୁ; ନିଜେ ପୁଅ ପଠାଇଥିଲା ଏପରି ମେସେଜ୍‌

ନୂଆଦିଲ୍ଲୀ: ଟଙ୍କା ପାଇଁ ଲୋକେ ଛୋଟରୁ ଅତି ଛୋଟ କାମ କରିବାକୁ ବି ପଛାଉ ନାହାନ୍ତି। ଟଙ୍କା ପାଇଁ କିଏ ଭାଇର ହତ୍ୟା କରୁଛି ତ ପୁଣି କିଏ ବାପାକୁ ବ୍ଲାକ୍‌ମେଲ୍‌ କରୁଛି। କହିବାକୁ ଗଲେ, ଟଙ୍କା ପାଇଁ ଲୋକ ସ୍ନେହ, ମମତା ଓ ସଂପର୍କ ସବୁ କିଛି ଭୁଲିଯାଉଛି। ନିକଟରେ ସେପରି ଏକ ଉଦାହରଣ…

ମଦ ବିକି ବନ୍ଧା ହେଲେ ଗାଁ ସଭାପତି, ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ

ବଡ଼କେରା : ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା। ତେଣୁ ଗାଁ ସଭାରେ ନିଷ୍ପତ୍ତି କରାଯାଇଥିଲା ଯେ, ଗାଁରେ କେହି ମଦ ବିକ୍ରି କରିପାରିବେନି। ଗାଁରେ ମଦ ବିକି ଧରା ପଡ଼ିଲେ ୫୦ ହଜାର ଟଙ୍କା ଜୋରିମାନା ଗଣିବେ ବୋଲି ସଭାପତି ନିୟମ କରିଥିଲେ। କିନ୍ତୁ ସେହି ନିୟମରେ ଏବେ ସଭାପତି…

ଅର୍ଥ ଅଭାବରୁ କ୍ଲାସରୁମରେ ଶିକ୍ଷକ-ଶିକ୍ଷୟିତ୍ରୀ ଆଡଲଟ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆମେରିକାର ଅରିଜୋନାରେ ଅଷ୍ଟମ ଶ୍ରେଣୀର ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଶ୍ରେଣୀଗୃହରେ ଅଶ୍ଳୀଳ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ତାଙ୍କ ଚାକିରି ବି ଚାଲିଯାଇଛି। ସ୍କୁଲ ଶିକ୍ଷୟିତ୍ରୀ ଯେଉଁ ଶ୍ରେଣୀଗୃହରେ ପାଠ ପଢ଼ାଉଥିଲେ, ସେହି ରୁମରେ ସେ ଆଡଲ୍ଟ ଭିଡିଓ…