Browsing Category

ଅପରାଧ

ଯୁବତୀଙ୍କୁ ଦୁଷ୍କର୍ମ ପରେ ଫଟୋ ଭାଇରାଲ୍‌!

କଟକ : କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। କେତେକ ଅନ୍ତରଙ୍ଗ ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରାଯାଇଛି। ସୂଚନା ଅନୁଯାୟୀ, ଖୋର୍ଧା ଜିଲ୍ଲା ଟାଙ୍ଗୀର ସଂପୃକ୍ତ ଯୁବକ ଢେଙ୍କାନାଳ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଲା ୪ ବର୍ଷ ହେଲା…

କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ: ଅଭିଯୁକ୍ତର ଟ୍ରକ୍‌ ଓ ଘର ଜାଳିଦେଲେ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ତାରିଣୀ ବଜାରରେ ଗତକାଲି ରାତି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ବୁଧବାର ଦିନ ଦିନତମାମ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା। ବୁଧବାର ସକାଳୁ ଅଭିଯୁକ୍ତର ୧୪ ଚକିଆ ଟ୍ରକ୍‌(ଓଡି-୦୪ଇ-୦୦୧୮)କୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଥିଲେ। ସେହିପରି…

୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ପୀଡ଼ିତା ବିଲ୍‌କିସ୍‌ ବାନୋ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ ରିଟ୍‌…

ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର…

ସାବତ ଝିଅକୁ ବାକ୍ସ ଭିତରେ ପୂରାଇ ତାଲା ପକାଇଥିଲେ ଗର୍ଭବତୀ ଥିବା ମହିଳା, ସତ ବାହାରକଲା ପୁଲିସ୍‌

ମୁଜାଫର୍‌ନଗର: ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚେ‌ାରି, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଘଟୁଛି ଶହ ଶହ ଅପରାଧ। ଉତ୍ତରପ୍ରଦେଶର ମୁଜାଫର୍‌ନଗରରୁ ରିପୋର୍ଟ ହୋଇଛି ଏକ ଅଭାବନୀୟ ଘଟଣା। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଜଣେ ମହିଳା ନିଜର…

ଟ୍ରେନ୍‌ ଭିତରେ ମହିଳା ଯାତ୍ରୀଙ୍କୁ ଆଲିଙ୍ଗନ କରୁଥିଲେ ମଦ୍ୟପ; ଖାଇଲେ ବିଧା, ଗୋଇଠା

ଚେନ୍ନାଇ:  ଚେନ୍ନାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସବ୍‌ଅର୍ବାନ ସ୍ଥାନୀୟ ଟ୍ରେନ୍‌ ଭିତରେ ଜଣେ ମଦ୍ୟପ ନିଶାରେ ଜଣେ ମହିଳାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମଦ୍ୟପ ଜଣକ ମହିଳାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ହେଉଛି ସୋମବାର…

ଏସ୍‌ଡିଜେଏମ୍‌ଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁପଡ଼ିଲେ ଜଜ୍‌

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟ ରୁମ୍‌ରେ ଏକ ମାମଲାର ଶୁଣାଣି ଚାଲିଥିଲା ବେଳେ ଏସ୍‌ଡିଜେଏମ୍‌ଙ୍କୁ ଜଣେ ଯୁବକ ଛୁରିରେ ଆକ୍ରମଣ ଉଦ୍ୟମ କରିଛି। ଉପସ୍ଥିତ କର୍ମଚାରୀମାନେ ଅଭିଯୁକ୍ତ ଯୁବକକୁ କାବୁ କରି ପୁଲିସ…

ଡାକ୍ତରାଣୀ ପ୍ରେମିକାଙ୍କୁ ଶ୍ରଦ୍ଧାଙ୍କ ମୁଦି ଦେଇ ଖୁସି କରିଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ଡେଟ୍ କରିଥିବା ମହିଳା ଜଣେ ଡାକ୍ତର ଥିଲେ ବୋଲି କିଛି ଦିନ ତଳେ ଜାଣିବାକୁ ପାଇଥିଲା ପୁଲିସ।  ଦିଲ୍ଲୀର ହୃଦୟ ଥରା ହତ୍ୟା ଘଟଣାର ଅଭିଯୁକ୍ତ ଅଫତାବ ପୁନାୱାଲା ନିଜ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ…

ଅନୈତିକ ସମ୍ପର୍କ ସହି ପାରିଲା ନାହିଁ ସ୍ତ୍ରୀ, ସ୍ବାମୀଙ୍କୁ ଖଣ୍ଡଖଣ୍ଡ କରି କାଟି କଲା ଏପରି ଅବସ୍ଥା

 ନୂଆଦିଲ୍ଲୀ: ଦିଲ୍ଲୀର ପାଣ୍ଡବ ନଗର କ୍ରାଇମ ବ୍ରାଞ୍ଚ ସ୍ବାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଛି। ମା’ ଓ ପୁଅ ଦୁହେଁ ମୃତକଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ। ଏହାପରେ ପ୍ରତିଦିନ କେହି ଯେମିତି ନଜାଣିବେ ସେଥିପାଇଁ ମୃତକଙ୍କ ଶରୀରର…

ଫ୍ଲାଟ୍‌ ଦେବା ନାଁରେ ୧.୭୨ କୋଟି ଚଳୁ, ବିଲ୍ଡରଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍‌ ଥିବା ଜଣେ ବିଲ୍ଡରକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶଖା(ଇଓଡବ୍ଲୁ) ଗିରଫ କରିଛି। ସେ ହେଲେ, ବାସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ମନୋଜ ପଟ୍ଟନାୟକ। ଉକ୍ତ ସଂସ୍ଥା ଏକ କୋଟି ୭୨ଲକ୍ଷରୁ…