ଭୁବନେଶ୍ଵର : ଓଡିଶା ପୋଲିସରେ ବଡ ନିଯୁକ୍ତି ଘୋଷଣା କରାଯାଇଛି । 7664 ପଦବୀ ପୂରଣ ପାଇଁ OUSSSCକୁ ଚିଠି ହୋଇଛି । ଏଥିରେ କନେଷ୍ଟବଳ ଓ ଏସଆଇ ପଦବୀରେ ନିଯୁକ୍ତି ହେବା ନେଇ ଘୋଷଣା ହୋଇଛି । ଏହି କ୍ରମରେ 4219 ସିଭିଲ କନେଷ୍ଟବଳ ପଦବୀ ପୂରଣ ହେବ । 2212 OISF କନେଷ୍ଟବଳ ପଦବୀ, 300 କନଷ୍ଟେବଳ (ଯୋଗାଯୋଗ) ଓ 933 SI ପଦବୀ ପୂରଣ ପାଇଁ ଚିଠି ହୋଇଛି ।