ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ…

ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ  ବିଭାଗୀୟ   କାର୍ଯ୍ୟ  ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ  ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ  ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍)  କାର୍ଯ୍ୟକାରିତାର ସୁପରିଚାଳନା…

ୱାର୍ଲଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ :  ତା ୦୫.୦୧ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଚଳିତ ମାସ ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଏହାର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ଉତ୍କଳ ଉତ୍ସବ ଭାବରେ ନାମିତ ଏହି ଭବ୍ୟ ସମାରୋହ ହାଇବ୍ରିଡ ଶୈଳୀରେ ଆୟୋଜିତ ହେବାକୁ ଯାଉଛି।ଏହି ଉତ୍ସବରେ…

୪ର୍ଥ ଜାତୀୟ ଅନୁବାଦକ ସମ୍ମିଳନୀ ଆୟୋଜିତ

କଟକ (୪/୧) : ଫେବୃଆରୀ ୨ ଓ ୩ ତାରିଖରେ ଦୁଇ ଦିନ ବ୍ୟାପୀ କଟକ ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟ ପରିସରରେ ଏକ ଦ୍ୱିଦିବସୀୟ ଜାତୀୟ ଅନୁବାଦକ ସମ୍ମିଳନୀର ଆୟୋଜନ କରାଯାଇଛି। ଶ୍ରୀ ଶ୍ରୀ ଵିଶ୍ୱବିଦ୍ୟାଳୟର ସେଣ୍ଟର ଫର୍ ଟ୍ରାନସଲେସନ ଆଣ୍ଡ୍ ଇଣ୍ଟରପ୍ରିଟିଙ୍ଗ୍ ଷ୍ଟଡିଜ୍ ଓ ଭାରତୀୟ ଅନୁବାଦ ସାହିତ୍ୟର…

ଦେଇଥିଲେ ପାଇ

ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ନୂଆରାଜଧାନୀ ପ୍ରତିଷ୍ଠା ପରେ, ଦୂର୍ଯ୍ୟୋଧନ ପାଣ୍ଡବଙ୍କ ଐଶ୍ୱର୍ଯ୍ୟକୁ ଦେଖି ଅତ୍ୟନ୍ତ ଈର୍ଷାନ୍ୟିତ ହୋଇ ପଡ଼ିଲା। ତା'ର ରାଗ ଆହୁରି ବଢ଼ି ଗଲା, ଯେତେବେଳେ ଇନ୍ଦ୍ରପ୍ରସ୍ଥରେ ସେ ଚଟାଣ ଉପରେ ଜଳକୁ ସ୍ଥଳ ଓ ସ୍ଥଳକୁ ଜଳ ମନେକରି ଦ୍ରୌପଦୀ ଓ ଭୀମଙ୍କଦ୍ୱାରା…

ମଧ୍ଯରାତ୍ର କବିତା ଆସର ଅନୁଷ୍ଠିତ ।

ଭୁବନେଶ୍ୱର (୪/୧) : ୨୦୨୫ ମସିହାକୁ ବିଦାୟ ଦେଇ ୨୦୨୬କୁ ସ୍ୱାଗତ କରିବା ପାଇଁ ଡିସେମ୍ବର ମାସ ୩୧ ତାରିଖ ରାତି ୧୧.୩୦ରୁ ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ଟାଇମ ପାସ୍ ପକ୍ଷରୁ ସରୋଜ ବଳଙ୍କ ତତ୍ତ୍ବାବଧାନରେ ଏକ ଅନଲାଇନ୍ " ମଧ୍ଯ ରାତ୍ର କବିତା ଆସର"ର ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ସ୍ଥାନରୁ…

ନୂତନ କିସମ ୩ ବର୍ଷ ମଧ୍ୟରେ ଚାଷୀଙ୍କ ପାଖରେ ପହଞ୍ଚିବା ଦରକାର;

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ନୂଆଦିଲ୍ଲୀର ଏନଏଏସସି କମ୍ପ୍ଲେକ୍ଟର ଏ.ପି. ସିନ୍ଦେ ଅଡିଟୋରିୟମରେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ବାରା ବିକଶିତ ୨୫ ଟି ଫସଲର ୧୮୪ ଟି ଉନ୍ନତ କିସମକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ…

ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୌହାଟୀରୁ ବେଙ୍ଗାଲୁରୁ ଯାଉଥିଲା ସୁପରଫାଷ୍ଟ ଟ୍ରେନ୍ । ଷ୍ଟେସନରେ ରହଣି ବେଳେ ବି ୨ ବଗିର ତଳପଟୁ ନିଆଁ ବାହାରିଥିଲା । ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ପରେ…

ଜଳିଗଲା ୭ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଦ୍ରକ: ଜଳିଗଲା ୭ ବଖରା। ୯ ଗୋରୁ ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୭ଟି ପରିବାରର ୧୦ ବଖରା ଘର ଜଳିଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ୧୦ଗୋଟି…

ଭେନେଜୁଏଲା ବିରୁଦ୍ଧରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ସାରା ବିଶ୍ୱରେ ବିରୋଧ କରାଯାଉଛି ।

ବି.ବି.ନିୟୁଜ ଡିଜିଟାଲ : ଆମେରିକା ଭେନେଜୁଏଲା ବିରୁଦ୍ଧରେ ‘ଅପରେସନ୍‌ ଏବ୍‌ସୋଲ୍ୟୁଟ୍‌ ରିଜଲଭ’ ଅଭିଯାନ ଆରମ୍ଭ କରିଥିଲା ଏବଂ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଅଟକ ରଖିଥିଲା । ଆମେରିକା ସେନା ସେମାନଙ୍କୁ ବନ୍ଧକ ରଖି ନ୍ୟୁୟର୍କକୁ…