ଭାରତ ମଣ୍ଡପମ୍‌ ଠାରେ ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬’ର ଉଦଘାଟନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ମଣ୍ଡପମ୍‌ ଠାରେ ‘ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା (ଏନଡିଡବ୍ଲୁବିଏଫ) ୨୦୨୬’ର ଉଦଘାଟନ କରିଛନ୍ତି। ଏହି ବର୍ଷର ମେଳାରେ ଓଡ଼ିଶାର ୧୮୫୭ ସଂଗ୍ରାମର ଅନାଲୋଚିତ ଅଧ୍ୟାୟ ‘କୁଦୋପାଲି’କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି।…

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

ନୂଆଦିଲ୍ଲୀ: ଭାରତର କୃଷି କ୍ଷେତ୍ର ଜାତୀୟ ଆୟରେ 19.73% ଯୋଗଦାନ ଦେଉଛି। ଏଥିରେ ଦେଶର ମୋଟ୍‌ ଶ୍ରମଶକ୍ତିର 46% ଶ୍ରମିକ ନିୟୋଜିତ ରହିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ 64% ମହିଳା। ସମାବେଶୀ ବିକାଶ ସୁନିଶ୍ଚିତ କରିବା ଏବଂ ସବକା ବିକାଶର ଲକ୍ଷ୍ୟକୁ ସାକାର କରିବାରେ କୃଷି କ୍ଷେତ୍ର…

ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼/ ରଣପୁର : ରାଜ୍ୟ ପରିବହନ ଓ ନୟାଗଡ଼ ଜିଲ୍ଲା ପରିବହନ ବିଭାଗ ତରଫରୁ ରଣପୁରରେ ଦୁଇ ଦିନ ଧରି ଜାତୀୟ ସଡ଼କ ସୁରକ୍ଷା ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସ୍ଥାନୀୟ ପଞ୍ଚୁଦଳ ପଡିଆଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି ସୁରମା ପାଢୀ,…

ଆନନ୍ଦମ ଫାଉଣ୍ଡେସନ ଦ୍ୱାରା ବିଶ୍ୱଶାନ୍ତି ହୋମଯଜ୍ଞ ଆୟୋଜିତ

କଟକ (୩/୧): ପବିତ୍ର ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ଆନନ୍ଦମ ଫାଉଣ୍ଡେସନ ଦ୍ୱାରା କଟକ ଜିଲ୍ଲା ଚୌଦ୍ୱାର ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ସୁକୁଆସାହି ଠାରେ ଏକ “ବିଶ୍ୱ ଶାନ୍ତି ହୋମଯଜ୍ଞ” ଆୟୋଜିତ ହୋଇଥିଲା। ଦିବା ୧୧ ଘଟିକା ସମୟରେ ବୈଦିକ ମନ୍ତ୍ରପୋଚାର ଏବଂ ଭଜନ କୀର୍ତ୍ତନ ମାଧ୍ୟମରେ…

କର୍ଲାପଡା ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ବାଲିଗୁଡା ଓ ମଧ୍ୟପୁର

ଭବାନୀପାଟଣା /କର୍ଲାପଡା( ୯|୧):ରିପୋର୍ଟ- ସନାତନ ମହାକୁଡ଼। କର୍ଲାପଡା ଠାରେ ଅନୁଷ୍ଠିତ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ର ଷଷ୍ଠ ଦିବସରେ ଜାମୁଖୁଣ୍ଟା ଓ ମଧ୍ୟପୁର ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ମଧ୍ୟପୁର ବିଜୟ ହୋଇ ଫାଇନାଲ ରେ ପ୍ରବେଶ କରିଛି।…

ଗଜପତିରେ ଅଜଣା ବନ୍ୟଜନ୍ତୁର ଆତଙ୍କ ରାତି ଅଧରେ 11 ଗୋଟି ଛେଳିକୁ ଶିକାର କରି ଖାଇଦେଲା ପାରଳାଖେମୁଣ୍ଡି,

ଗଜପତି : ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଅଜଣା ବନ୍ୟଜନ୍ତୁର ଉପଦ୍ରବ ନେଇ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି. କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତର କିତିଙ୍ଗି ଗ୍ରାମରେ କୌଣସି ଅଜଣା ବନ୍ୟଜନ୍ତୁର ଆକ୍ରମଣରେ 11 ଗୋଟି ଛେଳିର ମୃତ୍ୟୁ ହୋଇଥିବା ବେଳେ 4 ଗୋଟି ମେଣ୍ଢା ରକ୍ତାତ ଆକ୍ରମଣରେ ଆହତ…

ସାଧାରଣତନ୍ତ୍ର ଦିବସ ପାଳନ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ.

ଭୁବନେଶ୍ୱର:   ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ପରିପ୍ରେକ୍ଷୀରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…

କର୍ଲାପଡା ଫୁଟବଲ ଟୁର୍ନାମେଣ୍ଟର ପଞ୍ଚମ ଦିବସ

ଭବାନୀପାଟଣା/କର୍ଲାପଡା, ୮|୧ (ନି.ପ୍ର): କର୍ଲାପଡା ଫୁଟବଲ କ୍ଲବ ଆନୁକୂଲ୍ୟରେ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଚତୁର୍ଥ ଦିବସରେ ସିହିନୀ ଏବଂ ବାଲିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ବାଲିଗୁଡା ଦଳ ୩:୨ରେ ବିଜୟୀ ହୋଇ ଫାଇନାଲ ରେ…

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ

ଭୁବନେଶ୍ୱର: ସାରା ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା । ଆଜିର ବୈଠକରେ ସମାଧାନର ବାଟ ବାହାରିବା ପରେ ଆନ୍ଦୋଳନ…