ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।

ଭୁବନେଶ୍ୱର : ରାଷ୍ଟ୍ରପତି ଗସ୍ତକୁ ଆଖିଆଗରେ ରଖି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଦୁଇ ଦିନ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା ଫେବୃଆରୀ ୪ରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ…

ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟରେ କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0 ର ଶୁଭାରମ୍ଭ କରିଛନ୍ତି ପୂର୍ତ୍ତ ଏବଂ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଲୋକସେବା ଭବନଠାରେ କଣ୍ଟ୍ରାକ୍ଟର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ, ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ…

e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କଲେ ଆଇନ ମନ୍ତ୍ରୀ

ଭୁବନେଶ୍ଵର: ପୂର୍ତ୍ତ ବିଭାଗ ଅଧିନରେ ଥିବା ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ପୂର୍ତ୍ତ ଏବଂ ଆଇନ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶୁଭାରମ୍ଭ କରିଛନ୍ତି। e-IB ପ୍ଲାଟଫର୍ମ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ପ୍ରଥମ…

ହାଇଦ୍ରାବାଦର ବେଗୁମପେଟଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ

ଭୁବନେଶ୍ଵର: ହାଇଦ୍ରାବାଦର ବେଗୁମପେଟଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ସରକାର ଅଂଶଗ୍ରହଣ କରିଛନ୍ତି। ଭାରତର ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟର ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ଏହି ପାଭିଲିୟନର ବିଷୟବସ୍ତୁ…

ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଏନ. ଏସ. ଏସ ଶାଖା ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଏନ. ଏସ. ଏସ ଶାଖା ପକ୍ଷରୁ ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ ହୋଇଛି। ଏହି ଓଡ଼ିଶା ଦର୍ଶନ କାର୍ଯ୍ୟକ୍ରମ ଜାନୁଆରୀ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟର ପ୍ରାୟ ୨୬୦ ଜଣ ଏନ. ଏସ.ଏସ…

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଏକ ସମାରୋହରେ ମଡେଲ ଯୁବ ଗ୍ରାମ ସଭା (ଏମୱାଇଜିଏସ)ର ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମାରୋହରେ ଛାତ୍ରଛାତ୍ରୀ, ଶିକ୍ଷକ, ପଞ୍ଚାୟତିରାଜ…

ଜାତୀୟ ଯୋଗାସନ ଚାମ୍ପିଅନସିପ୍‌ରେ ଯୁବ ଯୋଗ ତାରକା ଅନ୍ୱିତା ମୁଖାର୍ଜୀଙ୍କ ଡବଲ ସଫଳତା

କୋଲକାତା : କୋଲକାତାର ଦି ହେରିଟେଜ୍ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ରୀ ଅନ୍ୱିତା ମୁଖାର୍ଜୀ ଦୁଇଟି ଜାତୀୟ ଯୋଗାସନ କ୍ରୀଡା ଚାମ୍ପିଅନସିପ୍‌ରେ ଅସାଧାରଣ ପ୍ରଦର୍ଶନ କରି ସମସ୍ତଙ୍କୁ ଗର୍ବିତ କରିଛନ୍ତି। ଜାନୁଆରୀ ୨୫ ତାରିଖରେ କୋନ୍ନାଗରରେ ଆୟୋଜିତ ଜାତୀୟ ଯୋଗାସନ କ୍ରୀଡା ଚାମ୍ପିଅନସିପ୍‌ରେ…

ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟକୁ ଲାଇଟ୍ ଆପ୍ରିସିଏସନ୍ ପୁରସ୍କାର

ନୟାଗଡ଼ : ଓଡ଼ଗାଁ ଶିକ୍ଷାମଣ୍ଡଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର୍ ଅଧୀନସ୍ଥ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀମାନଙ୍କ ପାଇଁ ମାଗଣା ଚକ୍ଷୁ ଓ ମଧୁମେହ ପରୀକ୍ଷା ଶିବିର ଆୟୋଜନ କରି ଉତ୍ତର ପ୍ରଦେଶର ଏକ ବେସରକାରୀ ସଂସ୍ଥା ଦୀପକ ଫାଉଣ୍ଡେସନ ଓ…

ରାମାୟଣ ସଂପର୍କିତ ଏକ କର୍ମଶାଳା

କଲକାତା : ରାମାୟଣ ସଂପର୍କିତ ଏକ କର୍ମଶାଳାରେ ଯୋଗ ଦେବା ଅବସରରେ ସୁଦୂର ବେଙ୍ଗାଲୁରୁରୁ ଆସିଥିବା ସଂସ୍କୃତ ବିଦ୍ୱାନ ଶ୍ରୀ ଆର ରଙ୍ଗନ୍ କଲକାତାସ୍ଥିତ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ ପରିଭ୍ରମଣ କରିଥିଲେ। ସଂସ୍ଥାନର ନିର୍ଦ୍ଦେଶକ ଏସ. ଏସ. ରାଜପୁତ୍, ସଂପାଦକ ଡ଼ ଅଭିଜିତ୍ ଘୋଷ୍ ଓ…