ଅକ୍ରୁରଙ୍କ ହସ୍ତିନା ଯାତ୍ରା ।

ମଥୁରାଦାଣ୍ଡରେ ଶ୍ରୀକୃଷ୍ଣ କୁବୁଜାର ଖଞ୍ଜା ସଳଖି ଦେଇ, ତାକୁ ଏକ ସୁନ୍ଦରୀ ନାରୀରେ ରୂପାନ୍ତରିତ କରିଦେଲେ। ସେତେବେଳେ କୁବୁଜା ଖୁବ୍ ଆନନ୍ଦ ହୋଇ କହିଲା, ହେ ନନ୍ଦ ନନ୍ଦନ, ତୁମେ ମୋତେ ତୁମ ଭାର୍ଯ୍ୟା ଭାବେ ଗ୍ରହଣ କର। ପ୍ରଭୁ କୁବୁଜାର ମନୋଭାବ ବୁଝି ଗଲେ। ପ୍ରଭୁ ତାକୁ କହିଲେ, ମୁଁ ନିଶ୍ଚୟ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ।

ଭୁବନେଶ୍ୱର :  ଆଜି ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ। ସେ 1972 ମସିହା ଜାନୁୟାରୀ 6 ତାରିଖରେ ଜନ୍ମଗ୍ରହଣ କରିଥିଲେ। କେଉଁଝରରୁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି। ତାଙ୍କର ଜନ୍ମ ଦିନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ…

ମଙ୍ଗଳାଯୋଡ଼ିରେ ଜାତୀୟ ପକ୍ଷୀ ମହୋତ୍ସବ ।

ଭୁବନେଶ୍ୱର : ମଙ୍ଗଳାଯୋଡ଼ିରେ ଆଜିଠାରୁ ଆରମ୍ଭ ହେବ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ। ଏହାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆନୁଷ୍ଠାନିକ ଭାବେ ଲୋକସେବା ଭବନରେ ଉଦ୍‌ଘାଟନ କରିବେ। ସେହିପରି…

ସାହିତ୍ୟ ପତ୍ରିକା  ” ପ୍ରତିବେଶୀ “ର ସ୍ୱତନ୍ତ୍ର ସଂଖ୍ଯା ଉନ୍ମୋଚିତ 

କଲକାତା (୭/୧୨):  ଉତ୍କଳ ଶିକ୍ଷା ସଂସଦ, କଲକାତାର ତ୍ରୟ ମାସିକ ସାହିତ୍ୟ ପତ୍ରିକା  'ପ୍ରତିବେଶୀ'ର ଅକ୍ଟୋବର-ଡିସେମ୍ବର ୨୦୨୫ ସ୍ୱତନ୍ତ୍ର ସଂଖ୍ଯା  ସଲ୍ଟଲେକସ୍ଥିତ ସଂସଦର ସଂସ୍କୃତି ଭବନ ପରିସରରେ ଏହାର ବରିଷ୍ଠ କର୍ଣଧାର, ଉଦ୍ୟୋକ୍ତା,ଶୁଭେଚ୍ଛୁ, ଉପଦେଷ୍ଟା ତଥା କାର୍ଯ୍ୟ ନିବାହୀ କମିଟିର…

ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ନୟାଗଡ଼ (୫/୧) : ଗତ ଡିସେମ୍ବର ୩୧ ତାରିଖ ଦିନ ବେରୁଆଁବାରୀ ଗ୍ରାମ ପଞ୍ଚାୟତ ବିଦ୍ୟାପୀଠର ୧୯୯୬-୧୯୯୭ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମା ପେଟେଇ ଚଣ୍ଡୀଙ୍କ ମନ୍ଦିର ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ…

କର୍ଲାପଡା ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

କଳାହାଣ୍ଡି (୫/୧):ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଫୁଟବଲ ଆଶ୍ସୋସିଏସନ ତରଫରୁ ପ୍ରଥମ ମରୁଆ କୁମାର ଓ ରଶ୍ମିତା ନାଏକ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାର ଦ୍ଵିତୀୟ ଦିବସରେ ଖରିଆର ଫୁଟବଲ କ୍ଲବ ଏବଂ ମଧ୍ୟପୁର ଫୁଟବଲ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି…

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ବୈଠକ।

ଭୁବନେଶ୍ୱର : ଓଡ଼ିଶାରେ ଜାତୀୟ  ଅନୁସୂଚିତ ଜନଜାତି କମିଶନଙ୍କ ବୈଠକ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋ ଲୋଚନା ରାଜ୍ୟରେ ଜନଜାତି ଯୋଜନାକୁ ନାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ଗୁରୁତ୍ବ ଆଜି ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହ…

ଶ୍ରୀରାମକୃଷ୍ଣ ସେବାଶ୍ରମରେ କଳ୍ପତରୁ ଉତ୍ସବ ଅନୁଷ୍ଠିତ

ଖୋର୍ଦ୍ଧା : ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତରେ ଅବସ୍ଥିତ ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଠାକୁର ଶ୍ରୀରାମକୃଷ୍ଣଙ୍କ କଳ୍ପତରୁ ଉତ୍ସବ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାଧ୍ୟାପକ କାଳୀ କିଙ୍କର ପଟ୍ଟନାୟକ ଯୋଗଦେଇ ଶ୍ରୀରାମକୃଷ୍ଣ…

ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶନିବାର ଖାଦ୍ୟ ଯୋଗାଣ ଓ ଖାଉଟି  କଲ୍ୟାଣ  ବିଭାଗୀୟ   କାର୍ଯ୍ୟ  ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେଚଳିତ  ଖରିଫ ଧାନ ସଂଗ୍ରହ ସ୍ଥିତି ସହିତ  ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା(ପିଡିଏସ୍)  କାର୍ଯ୍ୟକାରିତାର ସୁପରିଚାଳନା…

ୱାର୍ଲଡ ଓଡ଼ିଶା ସୋସାଇଟିର ପ୍ରତିଷ୍ଠା ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

ନୂଆଦିଲ୍ଲୀ :  ତା ୦୫.୦୧ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ଚଳିତ ମାସ ୧୪ ତାରିଖ ଦିନ ନୂଆଦିଲ୍ଲୀ ଠାରେ ଏହାର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ଜଣାଯାଇଛି। ଉତ୍କଳ ଉତ୍ସବ ଭାବରେ ନାମିତ ଏହି ଭବ୍ୟ ସମାରୋହ ହାଇବ୍ରିଡ ଶୈଳୀରେ ଆୟୋଜିତ ହେବାକୁ ଯାଉଛି।ଏହି ଉତ୍ସବରେ…