ୱାର୍ଲଡ ଓଡ଼ିଶା ସୋସାଇଟି ବିଶ୍ୱ ୧୫ ବିଶ୍ୱଭରି ଓଡ଼ିଆଙ୍କ ପାଇଁ ସମର୍ପିତ

ନୂଆଦିଲ୍ଲୀ  ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ବିଶ୍ୱଭରି ଓଡ଼ିଆଙ୍କର ସାମଗ୍ରିକ କଲ୍ୟାଣ ପାଇଁ ସଦା ସମର୍ପିତ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ୱାଓସୋର ପଞ୍ଚମ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆଦିଲ୍ଲୀର ସିଭିଲ ସର୍ଭିସ ଅଫିସର୍ସ ଇନଷ୍ଟିଚ୍ୟୁଟଠାରେ ଆୟୋଜିତ ଉତ୍କଳ…

ତୃତୀୟ ବିଳାସୁଣୀ ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ବିଳାସୁଣୀ/ ଭୁବନେଶ୍ବର  ; କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ବିଳାସୁଣୀ ଗ୍ରାମରେ ତୃତୀୟ ବିଳାସୁଣୀ ମହୋତ୍ସବ-୨୦୨୬ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି। ଚଳିତ ଜାନୁୟାରୀ ମାସ ୩୦ ରୁ ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି…

ମାଆ ବାଗ୍ଦେବୀ

ଈଶ୍ୱର ସୃଷ୍ଟିର ସମସ୍ତ ପ୍ରାଣୀଙ୍କୁ ନିଜ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତି l କିନ୍ତୁ ସେ କେବଳ ଏକମାତ୍ର ଜୀବ ମଣିଷକୁ କଥାକହି ନିଜ ଭାବ ପ୍ରକାଶ କରିବାର ଶକ୍ତି ଦେଇଛନ୍ତି l ମନୁଷ୍ୟ ଏଣୁ ଏକ କଥାକୁହା ପ୍ରାଣୀ,କଥା ବା ବାଣୀଦ୍ୱାରା ସେ ନିଜର ଭାବକୁ ବ୍ୟକ୍ତ କରି ଥାଏ l…

ଡଲଫିନ ଗଣନା ଆରମ୍ଭ

ରାଜନଗର : ବିଶ୍ୱପ୍ରସିଦ୍ଧ ଜୈବମଣ୍ଡଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସୋମବାର ଦିନ ଡଲଫିନ୍‌ ଗଣନାର ପ୍ରଶିକ୍ଷଣ ତାଲିମ ପ୍ରଦାନ କରାଯାଉଛି ।  ୨୦ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ୩ ଦିନ ଧରି ଗହୀରମଥା ସାମୁଦ୍ରିକ ଅଭୟରଣ୍ୟ ଓ ଭିତରକନିକାର ନଦୀ, ନାଳରେ ଡଲଫିନ…

ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ଭୁବନେଶ୍ବର : ରାଜଧାନୀରେ ସୋମବାର ବିଳମ୍ବିିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରେ ୟୁନିଟ-୧ ହାଟର ୫୦ରୁ ଅଧିକ ଦୋକାନ ଘର ଜଳିପୋଡି ଛାରଖାର ହୋଇଯାଇଛି। ଏଥିରେ କୋଟିକୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ଲାଗି ୮ରୁ ଅଧିକ ଅଗ୍ନିଶମ ଗାଡ଼ି ଓ…

ନୂଆଦିଲ୍ଲୀ ଗସ୍ତରେ ୟୁଏଇ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ ସୋମବାର ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗିବା ପୂର୍ବକ ବିମାନବନ୍ଦରରେ ଉପସ୍ଥିତ ରହି ଶେଖ ମହମ୍ମଦଙ୍କୁ ସ୍ବାଗତ କରିଥିଲେ। ବିମାନବନ୍ଦର…

ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬,

ଭୁବନେଶ୍ୱର :  ବୁଧବାରଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ‘ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମାବେଶ-୨୦୨୬ । ୨୧, ୨୨ ଓ ୨୩ ତାରିଖ ୩ ଦିନ ଧରି ମେଳା ଚାଲିବ । ଚଳିତବର୍ଷ ଆକର୍ଷଣ ପାଲଟିବ ହରିଆଣାର ବାହୁବଳୀ 'ସୁରବୀର' ଓ 'ଇନ୍ଦର' ମଇଁଷି ଷଣ୍ଢ । ଡଗ ସୋ ବି ଅନ୍ୟତମ ଆକର୍ଷଣ…

ବିଜେପି ଜାତୀୟ ସଭାପତି ଭାବରେ ନିର୍ବାଚିତ ହେଲେ ନୀତିନ ନବୀନ

ନୂଆଦିଲ୍ଲୀ: ନୀତିନ ନବୀନ ଭାରତୀୟ ଜନତା ପାର୍ଟିର ଜାତୀୟ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ବିଜେପିର ଜାତୀୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ନୀତିନ ନବୀନ ଜାତୀୟ ସଭାପତି ପଦ ପାଇଁ ପ୍ରସ୍ତାବିତ ଏକମାତ୍ର ପ୍ରାର୍ଥୀ ଥିଲେ। ମୋଟ ୩୭ ଟି ଆସନ ପାଇଁ…

ଦ୍ରୌପଦୀ ଦେବୀ ବାଲଭବନ ଓ ଦ୍ରୌପଦୀ ଦେବୀ ଭିନ୍ନ କ୍ଷମ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ।

ବଡ଼ବିଲ :  ବଡ଼ବିଲ ର ଜିଲ୍ଲା ପ୍ରଥମ ପ୍ଲେ ସ୍କୁଲ ଦ୍ରୌପଦୀ ଦେବୀ ବାଲ ଭବନ ର ଉଣିଶି ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି ବଡ଼ବିଲ ସ୍ଥିତ ରୁଙ୍ଗଟା ଟାଉନ ହଲ ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ସ୍ଥାନୀୟ ତହସିଲ ଦାର ଶ୍ରୀ ଯୁକ୍ତ ରାକେଶ କୁମାର ପଣ୍ଡା ଓ ସେଣ୍ଟ ମେରୀ…

ସାହିତ୍ୟ ପତ୍ରିକା ” ଉତ୍କଳ ବିଳାସ ” ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।

କଲକାତା  : ରବିବାରର ପାବନ ସନ୍ଧ୍ୟା ଲୋକାର୍ପିତ ହେଲା ସାହିତ୍ୟ ପତ୍ରିକା ଉତ୍କଳ ବିଳାସ । କରୁଣାକର ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସସମାରୋହର ଶୁଭାରମ୍ଭ ଡା ବାମନ ଚନ୍ଦ୍ର ଦୀକ୍ଷିତଙ୍କ ଦ୍ୱାରା ସରସ୍ୱତୀ ବନ୍ଦନା ରୁ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଅନୁପ ଶତପଥୀ , ମୁଖ୍ୟ ବକ୍ତା ଡା…