ଭାରତ-ନ୍ୟୁଜିଲାଣ୍ଡ୍‌ ୩ୟ ଦିନିକିଆ: ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ର କ୍ରାଇସ୍‌ଚର୍ଚସ୍ଥିତ ହେଗ୍‌ଲି ଓଭାଲ୍‌ରେ ଚାଲିଥିବା ୩ୟ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ନ୍ୟୁଜିଲାଣ୍ଡ୍‌ର ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ…

୧୧ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରାଯିବା ଘଟଣାକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କଲେ ପୀଡ଼ିତା ବିଲ୍‌କିସ୍‌ ବାନୋ

ନୂଆଦିଲ୍ଲୀ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ତାଙ୍କ ସହିତ ଗଣଦୁଷ୍କର୍ମ କରିଥିବା ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ହତ୍ୟା କରିଥିବା ୧୧ଜଣ ଦୋଷୀଙ୍କୁ ସଜା ସମୟ ଅବ୍ୟବହିତ ପୂର୍ବରୁ ମୁକ୍ତି ମିଳିବା ଆଦେଶକୁ ଚାଲେଞ୍ଜ୍‌ କରି ଆଜି ନିଜେ ବିଲ୍‌କିସ୍‌ ବାନୋ ସୁପ୍ରିମ୍‌ କୋର୍ଟରେ ରିଟ୍‌…

ମୋବାଇଲ୍‌ ଲୁଟେରାକୁ ଧରିଲା କଟକ ଜିଆରପି ଥାନା ପୁଲିସ, ୧୬ଟି ଫୋନ୍‌ ଜବତ

କଟକ: ଚଳନ୍ତା ଟ୍ରେନରେ ସେଲ୍ଫି କ୍ରେଜ। ଏହାର ସୁଯୋଗ ନେଉଛନ୍ତି ଲୁଟେରା। ୧୬ ଟି ମୋବାଇଲ ସହ ଜଣେ ଅଭିଯୁକ୍ତକୁ ଗିରଫ କରିିଛି କଟକ ଜିଆରପି ଥାନା ପୁଲିସ। ଜାଣିବାକୁ ମିଳିଛି ଯେ ଗ୍ୟାଙ୍ଗ ମୁଖ୍ୟ ବିନୋଦ ବେହେରାଙ୍କୁ ପୁଲିସ୍‌ ଗିରଫ କରିଛି। ଖାନନଗର ରେଳ ଓଭର ବ୍ରିଜ ଓ ଯୋବ୍ରା ଓଭର…

ରୁଚିକା ଆତ୍ମହତ୍ୟା ମାମଲା: ନବନିର୍ମାଣ ଯୁବ ଛାତ୍ର ସଂଗଠନର ବିଧାନସଭା ଘେରାଉ ଉଦ୍ୟମ, ଟେକିନେଲା ପୁଲିସ୍‌

ଭୁବନେଶ୍ବର: ରୁଚିକାକୁ ନ୍ୟାୟ ଦେବାକୁ ନବନିର୍ମାଣ ଯୁବ ଛାତ୍ର ସଂଗଠନ ବିଧାନସଭା ଘେରାଉ ଉଦ୍ୟମ ବେଳେ ବିଧାନସଭା ଆଗରୁ ଉଠାଇ ନେଲା ପୁଲିସ। ନବନିର୍ମାଣ ଯୁବ ଛାତ୍ର ସଂଗଠନର ଏକାଧିକ ଯୁବକ ଓ ରୁଚିକାଙ୍କ ମାଆ ଝିଅର ନ୍ୟାୟ ପାଇଁ ବିଧାନସଭା ଆଡକୁ ଧସେଇ ପଶିଲା ବେଳେ ଗିରଫ କଲା କମିଶନରେଟ୍…

କୁଲତା ସମାଜର ଧର୍ମଶାଳା ପାଇଁ ପୁରୀରେ ୧ ଏକର ଜାଗା ଓ ୩ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି ଜମି ଦିଆଯିବ। ଏହା ସହିତ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ…

ଦୁଷ୍କର୍ମ କରିବା ଲାଗି ରୁଷୀୟ ସୈନିକଙ୍କୁ ଉତ୍ସାହ ଦେଉଛନ୍ତି ସେମାନଙ୍କ ପତ୍ନୀ: ୟୁକ୍ରେନ୍‌ ଫାଷ୍ଟ୍‌ଲେଡି

ନୂଆଦିଲ୍ଲୀ: ୟୁକ୍ରେନ୍‌ରେ ଚଳାଇଥିବା ଆକ୍ରମଣ ଅଭିଯାନରେ ରୁଷୀୟ ସୈନିକମାନେ ଦୁଷ୍କର୍ମ ଓ ଯୌନ ନିର୍ଯାତନାକୁ ‘ଅସ୍ତ୍ର’ରୂପେ ବ୍ୟହବାର କରୁଥିବା କଥା ୟୁକ୍ରେନ୍‌ର ‘ଫାଷ୍ଟ୍‌ଲେଡି’ ତଥା ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କା କହିଛନ୍ତି ବୋଲି…

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ: ଅଫିସ୍ ଅଦାଲତ ଅଚଳ, ଫେରିଗଲେ ଜଜ୍‌

ସମ୍ବଲପୁର: ମା’ ମାଟିର ହକ୍‌ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି।  ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ…

ସାମାନ୍ୟ ବଚସାକୁ ନେଇ ଆକ୍ରମଣ; ଆଇସିୟୁରେ ଜୀବନ ସହ ଲଢୁଛନ୍ତି ଛାତ୍ର

ବାଲିପାଟଣା: ବାଲିପାଟଣା ଥାନା ଅଧୀନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ଜଣକ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ପ‌ରେ ଡାକ୍ତରଖାନା‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇ…

ଚୀନ୍‌-ଭାରତ ସମ୍ପର୍କ ବ୍ୟାପାରରେ ହସ୍ତ‌କ୍ଷେପ ନ କରିବା ପାଇଁ ଆମେରିକାକୁ ଚୀନ୍‌ର ସତର୍କତା

ୱାସିଂଟନ୍‌: ଭାରତ ସହିତ ତା’ର ସମ୍ପର୍କ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ଚୀନ୍‌ ଆମେରିକାକୁ ସତର୍କ କରିଥିବା କଥା କଂଗ୍ରେସ୍‌ରେ ଦାଖଲ କରିଥିବା ରିପୋର୍ଟରେ ଆମେରିକୀୟ ଯୁଦ୍ଧ ବିଭାଗ ‘ପେଣ୍ଟାଗନ୍‌’ ଉଲ୍ଲେଖ କରିଛି। ମଙ୍ଗଳବାର ଦିନ ଦାଖଲ କରାଯାଇଥିବା ଉକ୍ତ ରିପୋର୍ଟରେ…

ଭିଜିଲାନ୍ସ ଜାଲରେ ବଡଚଣା ଏ.ବି.ଓ

ଜୈନିକ ଶିକ୍ଷକଙ୍କୁ ବଦଳି କରାଇଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ବଡଚଣା ବ୍ଲକର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅମୀୟ ଦାସ ଭିଜିଲାନ୍ସ ହାତରେ ଧରା ପଡ଼ିଛି । ଏହି ରାକେଟରେ ସାମିଲ ଥିବା ସନ୍ଦେହରେ ବିଇଓ ଅଫିସର ଅନ୍ୟ ଦୁଇଜଣ କିରାଣୀଙ୍କୁ ଭିଜିଲାନ୍ସ ଅଟକ ରଖି ତଦନ୍ତ କରୁଛି ଅନ୍ୟପଟେ…