ପାଗଳା କୁକୁର କାମୁଡ଼ାରେ ୩୦ରୁ ଅଧିକ ଲୋକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ସହର ସୁନହଟ ଅଂଚଳ ୧, ୪ ଓ ୧୧ ନମ୍ବର ୱାର୍ଡରେ ପାଗଳା କୁକୁର ଆକ୍ରମଣ କରି ୩୦ରୁ ଅଧିକ ଲୋକଙ୍କୁ ଗୁରୁତର ଆହତ କରିଛି। ସମସ୍ତେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରହେମଦ ଖାନ, ଶେଖ ଅମାନୁଲ୍ଲ, କମରୁଲ ବିବି, ଶେଖ କାଦର, ଗୋପାଳ ଚନ୍ଦ୍ର ସେଠୀ, ଶେଖ…

ମହିଳା ସଶକ୍ତିକରଣ କେବଳ ସ୍ଲୋଗାନ୍ ନୁହେଁ, ଏକ ପବିତ୍ର ଦାୟିତ୍ଵ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭରେ ଆଜି ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି, ଆଜି ଓଡ଼ିଶାର ସତୁରି ଲକ୍ଷ…

ଅକ୍ଷୟ କୁମାରଙ୍କୁ ଏହି କାରଣରୁ ଈର୍ଷା କରନ୍ତି ସୁନୀଲ ସେଟ୍ଟୀ

ମୁମ୍ବାଇ: ବଲିଉଡର ୨ ସୁପରଷ୍ଟାର ସୁନୀଲ ସେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରାୟ ଏକା ସମୟରେ ସେମାନଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହି ଦୁଇ ଜଣ ଅନେକ ଫିଲ୍ମରେ ଏକା ସାଥିରେ କାମ କରିଛନ୍ତି। ଧଡକନ ଚଳଚ୍ଚିତ୍ରରେ ୨ ଜଣଙ୍କ ଭୂମିକା ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଦୁହିଙ୍କ ମଧ୍ୟରୁ ଜଣଙ୍କୁ…

ପୌର ନିଗମରେ ବିପର୍ଯ୍ୟସ୍ତ ପରିମଳ, ଅନୁମତି ପରେ ବି ସବୁ ୱାର୍ଡରେ ଆରମ୍ଭ ହେଲାନି ସଫେଇ

କଟକ: ସହରର ପରିମଳ ଟେଣ୍ଡରକୁ ନେଇ ସରକାରଙ୍କ ପକ୍ଷରୁ ଗଲା ସେପ୍ଟେମ୍ବର ମାସରେ ଅନୁମତି ମିଳିଥିଲା। ମାତ୍ର ଏହା ମଧ୍ୟରେ ୨ମାସ ବିତି ଯାଇଥିଲେ ବି ଏହାକୁ ସଂପୂର୍ଣ୍ଣ ଭାବେ ନିଗମର ସବୁ ୱାର୍ଡରେ କାର୍ଯ୍ୟକ୍ଷମ କରାଯାଇ ପାରିଲା ନାହିଁ। ଦୁଇ ମାସ ମଧ୍ୟରେ ନିଗମର ୫୯ଟି ୱାର୍ଡରୁ କେବଳ ୨୫ଟି…

ବିବାହ ଉତ୍ସବ ହୋଇଗଲା ଖଟା; ଭୋଜିଖାଇ ୧୦୦ରୁ ଅଧିକ ଅସୁସ୍ଥ ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଧର: ମଧ୍ୟପ୍ରଦେଶର ଧର ଜିଲ୍ଲାରେ ଏକ ବିବାହ ଉତ୍ସବ ଖଟା ହୋଇଯାଇଛି। କାରଣ ଶୁକ୍ରବାର ଦିନ ବିବାହ ଭୋଜି ଖାଇବା ପରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ଦୁଇ ଗୁରୁତର

ଜଳେଶ୍ଵର: ବାଲେଶ୍ବର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥର ବାଣିଦା ଛକ ନିକଟରେ ଗତକାଲି ମଧ୍ୟରାତ୍ରିରେ ବାହାବଳପୁରରୁ ଦୀଘାକୁ ଯାଉଥିବା ଏକ ମାଛ ବୋଝେଇ ପିକଅପ ଦୁର୍ଘଟଣାଗ୍ରସ୍ତ ହେବାରୁ ପିକଅପ ଚାଳକର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି।…

ବସ ଚଳାଉଥିବା ବେଳେ ହୃଦଘାତରେ ହେଲା ଡ୍ରାଇଭରଙ୍କ ମୃତ୍ୟୁ; ଲୋକଙ୍କ ଉପରକୁ ମାଡ଼ିଗଲା ବସ; ଦୁର୍ଘଟଣା ଘଟି ୨ ମୃତ, ୭ ଆହତ

ଭୋପାଳ: ମଧ୍ୟପ୍ରଦେଶର ଜବଲପୁରରେ ଏକ ଚଳନ୍ତା ବସର ଡ୍ରାଇଭରଙ୍କର ବସ ଚଳାଉଥିବା ସମୟରେ ହୃଦଘାତରେ ମୃତ୍ୟୁ ହେବା ପରେ ବସ୍‌ଟି ଭାରସାମ୍ୟ ହରାଇ ଲୋକଗହଳି ଭିତରକୁ ପଶି ଯାଇଥିଲା। ପରେ ନିୟନ୍ତ୍ରଣ ହରାଇଥିବା ବସ୍‌ଟି ଅନ୍ୟ ଯାନ ସହିତ ଧକ୍କା ହୋଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୨ ଜଣଙ୍କର…

ବଡ଼ ପରଦାର ପ୍ରତୀକ୍ଷାରେ ଗାୟତ୍ରୀ

ନୂଆଦିଲ୍ଲୀ ଠାରେ ୧୯୯୫ ଜୁନ୍‌ ୧୭ରେ ଏକ ସ୍ବଚ୍ଛଳ ପରିବାରରେ ଉଦ୍ୟୋଗୀ ପିତାମାତାଙ୍କ କୋଳ ମଣ୍ଡନ କରିଥିବା ଗାୟତ୍ରୀ ଭରଦ୍ବାଜ ପେସାରେ ଜଣେ ଦନ୍ତ ଚିକିତ୍ସିକା। ମାତ୍ର ୨୦୧୮ରେ ଭାରତ ସୁନ୍ଦରୀ (ଦିଲ୍ଲୀ) ମୁକୁଟ ଧାରଣ କଲା ପରେ ତାଙ୍କ ମନରେ ଗ୍ଲାମର ଦୁନିଆ ପ୍ରତି ଦୁର୍ବଳତା ବସା ବାନ୍ଧିବା…

ପଶ୍ଚିମବଙ୍ଗ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ; ୩ ମୃତ, ୨ ଆହତ

କୋଲ୍‌କାତା: ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ଜିଲ୍ଲାସ୍ଥିତ ଜଣେ ‘ତୃଣମୂଳ କଂଗ୍ରେସ’ ନେତାଙ୍କ ଘରେ ବୋମା ବିସ୍ଫୋରଣ ଘଟି ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣାଟି ପୂର୍ବ ମେଦିନୀପୁରର ଭଗବାନପୁର ଅଞ୍ଚଳ ଅନ୍ତର୍ଗତ ନରିୟାବିଲା ଗ୍ରାମରେ ଥିବା…

ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ଉପରେ ଅନ୍ତରୀଣ ରୋକ ଲଗାଇଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ

କଟକ: ଏଏସ୍ଓ ପରୀକ୍ଷାକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ ଲଗାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ତେବେ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଲୋକସେବା…