ବିଶିଷ୍ଟ ନାଟ୍ୟକାର, ଅନୁବାଦକ ଓ ସଂଗଠକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମ୍ବର୍ଦ୍ଧିତ

ନୟାଗଡ଼( ୭/୨): ନୟାଗଡ଼ ଜିଲ୍ଲା ପୋଲିସ୍ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “କଳିକା -୨ ” ଅବସରରେ ନୟାଗଡ଼ର ଜିଲ୍ଲାପାଳ ସମ୍ମାନନୀୟା ମଧୁମିତା ରଥ ଓ ନୟାଗଡ଼ ଏସ୍. ପି ଏସ୍ ସୁଶ୍ରୀଙ୍କ ଦ୍ଵାରା ନୟାଗଡ଼ର ବିଶିଷ୍ଟ ନାଟ୍ୟକାର, ଅନୁବାଦକ,ସଂଗଠକ ଓ ଶିକ୍ଷକ ଶରତଚନ୍ଦ୍ର ଆଚାର୍ଯ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନନୀୟ ଚିତ୍ତରଞ୍ଜନ ପାଣ୍ଡେ ଙ୍କ ଉପସ୍ଥିତି ଅଧିକ ଉତ୍ସାହ ଜନକ ଥିଲା।
ରିପୋର୍ଟ-ସନାତନ ମହାକୁଡ଼

Comments are closed.