ତେବେ ଏଥିରେ ବଜେଟରେ ଅନେକ ଜିନିଷ ମହଙ୍ଗା ହୋଇଛି ଏବଂ ଅନେକ ଜିନିଷ ଶସ୍ତା ହୋଇଛି।
କଣ ସବୁ ଶସ୍ତା ଓ ମହଙ୍ଗା ହୋଇଛି ଜାଣନ୍ତୁ:
-
- ଶସ୍ତା ହେଲା କର୍କଟ ଏବଂ ମଧୁମେହ ଔଷଧ କ୍ରୀଡା ସାମଗ୍ରୀ, ସୋଲାର ସାମଗ୍ରୀ, ମୋବାଇଲ ବ୍ୟାଟେରୀ, ମାଇକ୍ରୋଓଭନ, ଚମଡା, ବିଦେଶ ଯାତ୍ରା, ବାୟୋ ସିଏନଜି, କପଡା
- ମହଙ୍ଗା ହୋଇଛି
ମଦ
ଖଣିଜ ସାମଗ୍ରୀ
ସ୍କ୍ରାପ୍ - ବଜେଟରେ କର୍କଟ ଔଷଧ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି। ୭ଟି ଗମ୍ଭୀର ରୋଗର ଔଷଧ ଶସ୍ତା ହୋଇଛି। ଏଥିରେ କର୍କଟ ଏବଂ ମଧୁମେହ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଚମଡ଼ା ଜୋତା ଏବଂ ମୋବାଇଲ୍ ବ୍ୟାଟେରୀ ମଧ୍ୟ ଶସ୍ତା ହୋଇଛି। ମଦ୍ୟପାନକାରୀଙ୍କୁ ଝଟକା ଲାଗିଛି। ବଜେଟରେ ମଦ୍ୟପାନ ମହଙ୍ଗା କରାଯାଇଛି।
- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ଢାଞ୍ଚାକୁ ଯୁକ୍ତିଯୁକ୍ତ କରିବା ପାଇଁ, ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ହେଉଥିବା ସମସ୍ତ ଶୁଳ୍କ ଯୋଗ୍ୟ ସାମଗ୍ରୀ ଉପରେ ଶୁଳ୍କ ହାର ୨୦% ରୁ ୧୦% କୁ ହ୍ରାସ କରାଯିବ।
Comments are closed.