ଓସିଏ ପକ୍ଷରୁ ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା ।

କଟକ : ଓସିଏ ସମ୍ପାଦକ ସଞ୍ଜୟ ବେହେରା ୧୯ ବର୍ଷରୁ କମ ବର୍ଗର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କାର୍ଯ୍ୟସୂଚୀ ଜାରି କରିଛନ୍ତି । ଅଗଷ୍ଟ ୨୮ ତାରିଖରୁ ଆରମ୍ଭ ହେଉ ଥିବା ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୩୬ ଗୋଟି ଦଳକୁ ନେଇ ୬ ଟୀ ଗ୍ରୁପ ଗଠନ କରାଯାଇଛି ।
ଗ୍ରୁପ A ରେ — କଟକ(B) , ଗଞ୍ଜାମ, ଅନୁଗୁଳ, ଖୋର୍ଦ୍ଧା , କନ୍ଧମାଳ , ଭୁବନେଶ୍ୱର (A)
ଗ୍ରୁପ B ରେ – କଟକ(A) , ଭଦ୍ରକ , ଯାଜପୁର , ଗଜପତି , ନୂଆପଡ଼ା , ନୟାଗଡ଼ ।
ଗ୍ରୁପ C ରେ – ଭୁବନେଶ୍ୱର(B) , କିଟ୍ ,ପୁରୀ ଢେଙ୍କାନାଳ , ପାରାଦ୍ୱୀପ , ନବରଙ୍ଗପୁର
ଗ୍ରୁପ D ରେ ବାଲେଶ୍ଵର , ସମ୍ବଲପୁର , ସୁନ୍ଦରଗଡ ,ଜଗତସିଂହପୁର , ବୌଦ୍ଧ, କଳାହାଣ୍ଡି
ଗ୍ରୁପ E ରେ — ରାଉରକେଲା , ବଲାଙ୍ଗୀର , କେନ୍ଦୁଝର ,କୋରାପୁଟ , ଦେବଗଡ଼ , ରାୟଗଡା
ଗ୍ରୁପ F ରେ — ଝାରସୁଗୁଡ଼ା, କେନ୍ଦ୍ରାପଡ଼ା , ବରଗଡ଼ , ମୟୁରଭଞ୍ଜ , ସୋନପୁର , ମାଲକାନଗିରି ଦଳ ସ୍ଥାନ ପାଇଛି ।

Comments are closed.