ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ

ହାରାରେ : ଜିମ୍ବାୱେ ବିପକ୍ଷରେ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ ଅନ୍ତିମ ଦିନିକିଆକୁ ୧୩ ରନରେ ଜିତିଲା ଟିମ୍ ଇଣ୍ଡିଆ , ଭାରତ ୨୮୯/୮; ଜିମ୍ବାୱେ ୨୭୬ରେ ଅଲଆଉଟ୍ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଲା ଭାରତ ,

Comments are closed.