ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଵ ପଟ୍ଟନାୟକଙ୍କ ପତ୍ନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଙ୍କ ୯୦ ବର୍ଷ ରେ ପରଲୋକ ସେ ଜଣେ ରାଜନେତ୍ରୀ, ସୁସାହିତ୍ୟକl ଅନୁବାଦିକା ଥିଲେ l ୧୯୮୧ ମସିହା ରେ କଟକ ରୁ ନିର୍ବାଚିତ ହୋଇଥିଲେ,୧୯୯୬ରେ ମହିଳା ଗୌରବ ସନ୍ନମାନ ରେ ସାନମାନିତା ହୋଇଥିଲେ, ଶ୍ରୀମତୀ ପଟ୍ଟନାୟକ ଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ ବ୍ରହ୍ମପୁର ସାଂସଦ ଥିଲେ । ଏକ ସ୍ଵଷ୍ଟବାଦୀ ନେତ୍ରୀ ଭାବରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ସବୁ ବେଳେ ମନେ ରହିବେ l ଜଣେ ସାହିତ୍ୟକ, ଗୃହିଣୀ ଓ ଜଣେ ଦରଦୀ ରାଜନେତା ଭାବରେ ଓଡିଶାବାସୀ ତାଙ୍କୁ ସବୁବେଳେ ମନେ ରଖିବେ l ଓଡିଶା ରାଜନୀତିରେ ଯେତେବେଳେ ଯେତେବେଳେ ମହିଳା ସଶକ୍ତିକରଣ କଥା ଉଠିବ ସେତେବେଳେ ସେତେବେଳେ ଜୟନ୍ତୀ ପଟନାୟକ ମନେ ପଡିବେ ଶ୍ରୀମତୀ ପଟ୍ଟନାୟକଙ୍କ ପରଲୋକ ଖବର ପାଇ ଓଡିଶା ର ବିଭିନ୍ନ ରାଜନେତା ଓ ସାହିତ୍ୟିକ ମହଲ ରେ ଶୋକ ର ଛାୟା ଖେଳି ଯାଇଛି । ବିଭିନ୍ନ ମହଲରୁ ଶୋକ ବାର୍ତା ଜଣାଉଛନ୍ତି ବୁଦ୍ଧିଯିବି ଓ ସମାଜସେବୀ ।
Sign in
Sign in
Recover your password.
A password will be e-mailed to you.
Comments are closed.