ଗଜପତି,28/9 (ମନୋଜ କୁମାର ପାଢୀଙ୍କ) : ଗଜପତି ଜିଲ୍ଲାର ଵାଘଶାଳା-ଯୁଵରାଜପୁର ଅଞ୍ଚଳରେ ବୋହି ଯାଉଥିବା ମହେନ୍ଦ୍ରତନୟା ନଦୀରେ କୁମ୍ଭୀର ବୁଲୁଥିବା ନେଇ ଖବର ପ୍ରଚାର ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ନଦୀରେ କୁମ୍ଭୀର ଦେଖାଯାଇଥିବା ନେଇ ଗ୍ରାମବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସ୍ଥାନୀୟ ବନବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି. ବନବିଭାଗ ପକ୍ଷରୁ ମାଇକ୍ ଯୋଗେ ଗ୍ରାମବାସୀଙ୍କୁ ସଚେତନ କରାଯିବା ସହ ନଦୀକୁ ନଯିବା ପାଇଁ ସତର୍କ କରାଯାଇଛି।
Sign in
Sign in
Recover your password.
A password will be e-mailed to you.