ଗଜପତି 2/8(ମନୋଜ ପାଢ଼ୀ): ଓଡ଼ିଶାର ବହୁଚର୍ଚ୍ଚିତ ଗଜପତିର ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ତତତ୍କାଳୀନ ଡିଏଫ୍ଓ ବରିଷ୍ଠ ଆଇଏଫଏସ ଅଧିକାରୀ ସଂଗ୍ରାମ ବେହେରା ସସପେଣ୍ଡ ହୋଇଥିବା ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ 27 ତାରିଖ ଦିନ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଶ୍ରୀ ବେହେରା ଆତ୍ମସମର୍ପଣ ପରେ କରି ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ପାରଳାଖେମୁଣ୍ଡି ଜେଲକୁ ପଠା ଯାଇଥିଲା । ବର୍ତ୍ତମାନ ସେ ପାରଳାଖେମୁଣ୍ଡି ଜେଲରେ ରହିଛନ୍ତି. ଏହି ମାମଲାର ନିରପେକ୍ଷ ବିଚାରଣା ପାଇଁ ମୁଖ୍ୟମନ୍ତ୍ରୀ ମୋହନ କୁମାର ମାଝୀଙ୍କ ନିର୍ଦେଶକ୍ରମେ ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ପାରଳାଖେମୁଣ୍ଡିର ପୂର୍ବତନ ଡ଼ିଏଫଓ ସଂଗ୍ରାମ ବେହେରାଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post