ଗଜପତି,୫।୭(ମନୋଜ ପାଢ଼ୀ): ଗଜପତି ଜିଲ୍ଲା ରାୟଗଡ ଗ୍ରାମ ଠାରେ ଆଜି ବିକ୍ରାନ୍ତ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ କୌଣସି କାରଣରୁ ବସ ଟି ରାସ୍ତା କଡ଼କୁ ମାଡି ଯାଇଛି। ଯାହା ଫଳରେ ବସଟି ସେହି କଡ଼ରୁ ବାହାରିବା କଷ୍ଟ ହୋଇ ଥିଲା। ବସ ଟି ଦୂର୍ଘଟଣା ର ଶିକାର ହୋଇଥିବା ବେଳେ ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ଯୋଗୁଁ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Comments are closed.