ଯନ୍ତ୍ରୀଙ୍କ ୬୮ ପ୍ଲଟ୍, ୨ ଫାର୍ମ ହାଉସ୍; ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

କଳାହାଣ୍ଡି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍‌ ସମୟରେ ବିପୁଳ ସମ୍ପତ୍ତି ଠାବ ହୋଇଛି।

0

କଳାହାଣ୍ଡି :କଳାହାଣ୍ଡି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ରେଡ୍‌ ସମୟରେ ବିପୁଳ ସମ୍ପତ୍ତି ଠାବ ହୋଇଛି। ତାଙ୍କ ନାମରେ ୬୮ଟି ପ୍ଲଟ୍, ୨ଟି ଫାର୍ମହାଉସ୍, ୪ଟି କୋଠା ସହ ବହୁ ଜମି ଥିବା ସୂଚନା ମିଳିଛି। ଏହି ଘଟଣା ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.