ଭୁବନେଶ୍ୱରରେ ଖୋଲିବ SEBIର ବ୍ରାଞ୍ଚ ଅଫିସ । ଇନଭେଷ୍ଟମେଣ୍ଟ କ୍ଷେତ୍ରରେ ଓଡିଶାରେ ବଢୁଛି ଚାହିଦା । ଏନେଇ ସୂଚନା ଦେଲେ ସେବି ଅଧକ୍ଷ ତୁହିନ କାନ୍ତ ପାଣ୍ଡେ। ଆଜି ରେଣ୍ଟାଲ କଣ୍ଟ୍ରାକ୍ଟ ସାଇନ ହୋଇଯିବ। କିଛିମାସ ମଧରେ ଆରମ୍ଭ ହେବ ଆଞ୍ଚଳିକ କାର୍ଯ୍ୟାଳୟ। ପୂର୍ବ ଭାରତରେ ସେବିର କାର୍ଯ୍ୟାଳୟ ନଥିବା ବେଳେ ଓଡିଶାର ଭୁବନେଶ୍ୱରରେ କାର୍ଯ୍ୟାଳୟ କରିବା ନେଇ ନିଷ୍ପତ୍ତି ହୋଇଛି।