ଭବାନୀପାଟଣା(୩୦|୩): ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପି ବୋର୍ଡା ମଣ୍ଡଳ ସଭାପତି ନରେଶ ସାହୁଙ୍କ ନେତୃତ୍ୱରେ ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି l

ଏଥିରେ ବୋର୍ଡା ଜିଲ୍ଲାପରିଷଦ ସଦସ୍ୟ ହୃଦାନନ୍ଦ ସାହୁ,ଡ଼ୁମରିଆ ସରପଞ୍ଚ ସଂଜୀବକୁମାର ମିଶ୍ର,ବିଜେପି ଜିଲ୍ଲା ସମ୍ପାଦକ ବିଭୀଷଣ ସାହୁ,ଭବାନୀ ଶଙ୍କର ନିଆଲ,ଆଶିଷ କୁମାର ସାହୁ, ଇନ୍ଦୁଭୁଷଣ ସାହୁ, ଲୋକନାଥ ଦୁର୍ଗା, ଲଷ୍ମୀକାନ୍ତ ଦାସ, ମନୋଜ ସାହୁ, ଲଷ୍ମୀ ବାଗ,ଫକୀର ବାଘେଲ, ରିତା ବାଗ,ଦଶମତି ବେମାଲ,ସନ୍ତୋଷ କୁମାର ଦାସ,ଶରତ ଚନ୍ଦ୍ର ସାହୁ,ଅକ୍ରୁର ହରପାଳ, ଜୟରାମ ଗହୀର,ବିଘ୍ନରାଜ ଗହୀର,ସାଗର ମାଝୀରାଧାକାନ୍ତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଦିବାକର ବାଗ, ଡୁଲେଶ୍ୱର ସାହୁ, ଅଶ୍ୱିନୀ କୁମାର ପ୍ରଧାନ,ଲୋକନାଥ ହେର୍ଣ୍ଣା, ରାଘବ ଛତ୍ରୀୟା,ବୈକୁଣ୍ଠ ସାହୁ, ବଡ଼ମୁଟୁ ନାଏକ, ଗୁଣନିଧି ବେହେରା, ଲୋକନାଥ ବେହେରା, ପ୍ରତାପ ସାହୁ, ଉମା ବଗର୍ତ୍ତୀ, ଚୁମନ ବେମାଲଙ୍କ ସହ ମଣ୍ଡଳ କମିଟିର ସମସ୍ତ ପଦାଧିକାରୀ,ସମସ୍ତ ବୁଥ ସଭାପତି,ବରିଷ୍ଠ କର୍ମକର୍ତ୍ତା, ବୁଦ୍ଧିଜୀବୀ ଆଦି ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ-ସନାତନ ମହାକୁଡ଼।
Comments are closed.