ବି.ବି.ନିୟୁଜ : ଆମ ସଂସ୍କୃତି ଏକ ପ୍ରାଚିନ୍ ଓ ଶ୍ରେଷ୍ଠ ସଂସ୍କୃତି ,ଗୋପାଳ (ଯାଦବ)ମାନଙ୍କ କଳା ଓ ସଂସ୍କୃତି ମହାଭାରତ ଯୁଗର ଭଗବାନ ଶ୍ରୀକୃଷ୍ଣ ଗୋପପୁର୍ରେ ସୁଦାମ, ସୁବଲ୍ ,ସୁଦାମ,ମଧୁ ମଙ୍ଗଳ ପ୍ରଭୁତି ସାଥି ମାନଙ୍କୁ ଧରି ଦୁଇଟି ବାଡ଼ି ସାହାୟ୍ଯ ରେ ଲଉଦି ଖେଳୁ ଥିଲେ ,
ଏହା ଦ୍ୱାରା ଶ୍ରୀକୃଷ୍ଣ ଗୋପପୁର କୁ ଯୁବକ ମାନଙ୍କୁ ଦ୍ୱାରା ଅସୁର ମାନଙ୍କ୍ ଠାରୁ ଗୋପ ପୁରର୍ ସୁରକ୍ଷା ପାଇଁ ଗୋପ ଯୁବକ ମାନଙ୍କୁ ଶିକ୍ଷା ଦେଇଥିଲେ
ଓଡିଶା ରେ ପ୍ରାୟ୍ ୧୫୦୦ ମସିହା ବେଳକୁ ପାଞ୍ଚସଖା ଯୁଗର କବି ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦ୍ ଦାସ ଶ୍ରୀରାଧା ଓ ଶ୍ରୀକ୍ରୁଷ୍ନ୍ ଙ୍କ ବନ୍ଦନ ,ଜୀଵନୀ ଲେଖିଲେ ଓ ଏହାକୁ ଓଗାଳ, ଲଉଡି ରୂପରେ ସଜାଇଲେ,
ଆମ କଳା ଏକ ସୁନ୍ଦର ଲୋକକଳା , ଓଡ଼ିଶା ରେ ଏହା ବହୁତ ଲୋକପ୍ରିୟ୍ କିନ୍ତୁ ସରକାର ଓ ସଂସ୍କୃତି ବିଭାଗ ଏହାକୁ ଗୁରୁତ୍ୱ ଦେଇ ନାହନ୍ତି
ଓଡିଶା ସରକାର ସର୍ବ ପ୍ରଥମେ ଲ୍ଉଡିକୁ ଲୋକଳା ର ମାନ୍ୟତା ଦିଅନ୍ତୁ ଓ ଆମ କଳାକାରଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରନ୍ତୁ ,
ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ,ଶ୍ରୀ ଲିଙ୍ଗରାଜ ଙ୍କର ରଥ ଯାତ୍ ଓ ରାଜ୍ୟର ସମସ୍ତ ଯାନୀଜାତ୍ରାରେ ସରକାରୀ ଭାବେ ଲ୍ଉଡି,କାଠି ଲଉଡି,ଓଗାଳ, ବ୍ଇନ୍ଷି ବାଦନ,ସିଙ୍ଗା ବାଦନ୍ କୁ ଅନ୍ତରଭୁକ୍ତ୍ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମନ୍ତୀ ଓ ସଚିବଙ୍କ୍ ନିକଟରେ ଦୃଢ଼ ଭାବରେ ଅଲ ଓଡିଶା ଗୋପାଳ ସମାଜ୍ ରାଜ୍ୟ କମିଟି ତରଫରୁ ରାଜ୍ୟ ସମ୍ପାଦକ ନାରାୟଣ ଡାଳୁଆ ଦୃଢ଼ ଦାବି କରିଛନ୍ତି ,
