ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ ଓଡ଼ିଶା ହାଇକୋର୍ଟ। : ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ଙ୍କ ପାଖେ ରହିବାକୁ ବାଧ୍ୟ କରାଯାଇପାରିବନି।

ଏକ ହେବିୟସ କର୍ପସ ପିଟିସନକୁ ଖାରଜ କରିଦେଲେ ହାଇକୋର୍ଟ।

0

ବି.ବି.ନିୟୁଜ :  ପ୍ରାପ୍ତବୟସ୍କ ଝିଅକୁ ବାପା-ମା’ କିମ୍ବା ଶ୍ବଶୁର ଘରେ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଏକ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ନିଜ ପରିବାର ଠାରୁ ଦୁରେଇ ରହୁଥିବା ଜଣେ ଝିଅକୁ ଖୋଜି ବାହାର କରିବାକୁ ମା’ଙ୍କ ତରଫରୁ ଦାୟର ହୋଇଥିବା ହେବିୟସ କର୍ପସ ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ ।

Leave A Reply

Your email address will not be published.