ଭୁବନେଶ୍ଵର : ଓଡିଶା ସରକାରଙ୍କ ମହିଳା ଓ ଶ଼ିଶୁବିକାଶ ବିଭାଗ ପକ୍ଷରୁ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧୬,୧୫୨.୯୨ କୋଟି ଟଙ୍କାର ବଜେଟ୍ ଉପସ୍ଥାପ଼ିତ ଗତ ବର୍ଷର ସଂଶୋଧିତ ଆକଳନ ୧୫,୭୨୫.୮୬ କୋଟି ଟଙ୍କା ତୁଳନାକର ଚଳିତ ବର୍ଷ ଏହ଼ି ବୟୟବରାଦ ବୃଦ୍ଧି କରାଯାଇ ୧୬,୧୫୨.୯୨ କୋଟି ଟଙ୍କା କରାଯାଇଛ଼ି । ଏଥିମଧ୍ୟରୁ ଯୋଜନା ଖର୍ଚ୍ଚ ପାଇଁ୧୬,୧୨୨.୯୩ କୋଟି ଏବଂ ପ୍ରଶାସନ଼ିକ ଖର୍ଚ୍ଚ ପାଇଁ ୨୯.୯୯ କୋଟି ଟଙ୍କା ରଖାଯାଇଛ଼ି ।
ନୂତନ ଭାବରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରମୁଖ ଯୋଜନା :
- ସମୃଦ୍ଧ ଅଙ୍ଗନବାଡି ଯୋଜନା : ରାଜ୍ୟଣ ନିଜସ୍ଵ ପାଣ୍ଠିର ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ‘ କ୍ରେଚ୍’ (ଶ଼ିଶୁଯତ୍ନ କେନ୍ଦ୍ର) ସୁବିଧା ରହିବି । ଏଥିପାଇଁ ୬୩୪.୫୨ କକାଟ଼ି ଟଙ୍କାର ବୟୟ ବରାଦ କରାଯାଇଛ଼ି ।
- ସମନ୍ବିତ ବାତ୍ସଲ୍ୟ ସଦନ: ଶ଼ିଶୁସୁରକ୍ଷାକୁ ସୁଦୃଢ କର଼ିବା ପାଇଁ ରାଜ୍ୟର ବିଭିନ୍ନ ଜିଲାର ୨୩ଟ଼ି ବାତ୍ସଲ୍ୟ ସମନ୍ବିତ ସଦନ ପ୍ରତ଼ିଷ୍ଠା କରାଯ଼ିବ,ଯେଉଁଠିକାର ଶ଼ିଶୁଗୃହ, ଶ଼ିଶୁକଲ୍ୟାଣ କମ଼ିଟ଼ି କିଶୋର ନ୍ୟାୟ ବୋଡଁ କାର୍ଯ୍ୟ କରିବେ ଏଥିପାଇଁ ୬୨.୨୮ କକାଟ଼ି ଟଙ୍କାର ପ୍ରସ୍ତାବ ରହ଼ିଛ଼ି ।
- କଳିକା : ଓଡ଼ିଶା ରାଜ୍ୟର କ୍ରେଚ ପଲିସି-୨୦୨୫: ଛଅ ମାସରୁଛଅ ବର୍ଷବୟସର ଶ଼ିଶୁମାନଙ୍କ ଯତ୍ନ ଓ କାର୍ଯ୍ୟରତ ମାଆମାନଙ୍କୁ ସୁରକ୍ଷିତ ଡେ- କେୟାର ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ ।
- ସୁଭଦ୍ରା ଶକ୍ତି ସମ୍ବାଦ ଓ ଓ୍ବେଲେନେସ : ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଆଲୋଚନା କେନ୍ଦ୍ର ‘ସୁଭଦ୍ରା ଶକ୍ତି ସମ୍ବାଦ’ ଏବଂ ମହିଳାଙ୍କ ଶାରୀର଼ିକ ଓ ମାନସ଼ିକ ସୁସ୍ଥତା ପାଇଁ’ସୁଭଦ୍ରା ଓ୍ବେଲେନେସ ‘ ସ୍ଥାପନ କରାଯ଼ିବ ।
- ଶିଶୁ ଖାଦ୍ୟ ପାଇଁ : ସାର୍ବଜାନୀନ ସ୍ଥାନଗୁଡକ଼ିକର ମାଆମାନଙ୍କ ପାଇଁ ଶ଼ିଶୁସ୍ତନୟପାନ କେନ୍ଦ୍ର ସ୍ଥାପନ କରାଯ଼ିବ ।
- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା : ଆର୍ଥିକ ଦୁର୍ବଳ ଶ୍ରେଣୀର ସନ୍ତାନଙ୍କ ପାଇଁଏହ଼ି ଯୋଜନା ଅଧୀନରେ ୨୦,୦୦୦ ଟଙ୍କା (ଭ଼ିନ୍ନକ୍ଷମଙ୍କ ପାଇଁ ଅତ଼ିର଼ିକ୍ତ ୩,୦୦୦) ର ସଞ୍ଚୟ କରାଯ଼ିବ ଏବଂ ସ୍ନାତକ ସୁଧ ସହ ୧,୦୦,୦୦୧ ଟଙ୍କା ପ୍ରଦାନ କରାଯ଼ିବ ।