କଲିକତା : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ଅଭିନବ ପ୍ରୟାସ । କୋଲକାତା ସ୍ଥିତ ନ୍ୟାସନାଲ ଲାଇବ୍ରେରୀ ଅଡିଟୋରିୟମରେ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ‘ଓଡ଼ିଶା ଉତ୍ସବ-୨୦୨୬’। ଓଡ଼ିଶାର ପାରମ୍ପରିକ ଖାଦ୍ୟ ଠାରୁ ଆରମ୍ଭ କରି ସାହିତ୍ୟ, ସଂଗୀତ,ପିଠାପଣା ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ, ସବୁ କିଛି ଗୋଟିଏ ସ୍ଥାନରେ ଦେଖିବାକୁ ପାଇ ପାରିବେ l
ରିପୋର୍ଟ-ସନାତନ ମହାକୁଡ଼
Comments are closed.