ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଗୌହାଟୀରୁ ବେଙ୍ଗାଲୁରୁ ଯାଉଥିଲା ସୁପରଫାଷ୍ଟ ଟ୍ରେନ୍ । ଷ୍ଟେସନରେ ରହଣି ବେଳେ ବି ୨ ବଗିର ତଳପଟୁ ନିଆଁ ବାହାରିଥିଲା । ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ। ପ୍ରାୟ ୪୦ ମିନିଟ୍ ପରେ ଗନ୍ତବ୍ୟ ସ୍ଥଳକୁ ଗଲା ଟ୍ରେନ୍।
Sign in
Sign in
Recover your password.
A password will be e-mailed to you.
Comments are closed.