କରେଣ୍ଟ ଲାଗି ଟଳି ପଡିଲେ ୩ ଦଣ୍ଡୁଆ, ଜଣେ ଗୁରୁତର

ଟେଣ୍ଟ୍ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ଦଣ୍ଡୁଆ ମୃତ।

0

ହିନ୍ଦୋଳ : କରେଣ୍ଟ ଲାଗି ଟଳି ପଡ଼ିଲେ ୩ ଦଣ୍ଡୁଆ। ଟେଣ୍ଟ୍ ବାନ୍ଧୁଥିବା ବେଳେ ବିଜୁଳି ଝଟକା ନେଲା ପ୍ରାଣ। ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ଟେଣ୍ଟର ଷ୍ଟିଲ ବାର ୧୧ କେଭି ତାରରେ ଲାଗିଯିବାରୁ ୫ ଜଣ ଦଣ୍ଡୁଆ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ବିଡୋ ଗାଁର ମିଳନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.