ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ତାରିକ ରହମାନଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ: ତାରିକ୍ ରହମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବାଂଲାଦେଶରେ ଜଣେ ପୁରୁଷ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବାର ପ୍ରାୟ ୩୦ ବର୍ଷ ବିତିଗଲାଣି। ଏନସିପି ସାଂସଦମାନେ ଶପଥ ଗ୍ରହଣ ଉତ୍ସବର ପ୍ରତିବାଦ କରିଥିଲେ। ଏହି ସମାରୋହ ଜାତୀୟ ସଂସଦର ଦକ୍ଷିଣ ପ୍ଲାଜାରେ ଅନୁଷ୍ଠିତ ହୋଇଥିଲା।

Comments are closed.