ଜୁନ ୨୧ରେ NEET -UG ପରୀକ୍ଷା। NTA ପକ୍ଷରୁ NEET – UG ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ନିଟ୍ ପେପର ଲିକ୍ ଘଟଣା ସାମନାକୁ ଆସିବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା।

ନୂଆଦିଲ୍ଲୀ :  ଜୁନ ୨୧ରେ NEET -UG ପରୀକ୍ଷା। NTA ପକ୍ଷରୁ NEET – UG ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ନିଟ୍ ପେପର ଲିକ୍ ଘଟଣା ସାମନାକୁ ଆସିବା ପରେ ପରୀକ୍ଷାକୁ ରଦ୍ଦ କରାଯାଇଥିଲା। ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ପରୀକ୍ଷାକୁ ରଦ୍ଦ କରିଥିଲ।

Comments are closed.