ଭୁବନେଶ୍ଵର, ୧୪/୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ। ବୈତରଣୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୁଡ଼ ପକାଇଛନ୍ତି। ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତରେ ଅଛନ୍ତି। ପାଟଣା ରାଜନଗରରେ ପହଞ୍ଚି ବୈତରଣୀର ଶବ୍ୟା କାବେରୀ ଘାଟରେ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ସପତ୍ନୀକ ମକର ବୁଡ଼ ପକାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.