Sign in
Sign in
Recover your password.
A password will be e-mailed to you.
Browsing Category
ସ୍ତମ୍ଭ/ଗଳ୍ପ
ଐତିହାସିକ ହରିରାଜପୁର ମେଲଣ
ଐତିହାସିକ ହରିରାଜପୁର ମେଲଣ
==================
ପଞ୍ଚଦଶ ଶତାବ୍ଦୀରେ ପୁରୀ ଜିଲ୍ଲାରେ ଡେଲାଙ୍ଗ ଥାନାନ୍ତର୍ଗତ ହରିରାଜପୁରଠାରେ ପ୍ରତିଷ୍ଠା ହୋଇ ଛନ୍ତି ପ୍ରଭୁ ଶ୍ରୀସୋମନାଥଦେବ l ଏହି ମହାଦେବ ଉତ୍କଳ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ l ଶ୍ରୀ ସୋମନାଥ ଦେବ…
କ୍ଷୀରଚୋରା ହରି
କ୍ଷୀରଚୋରା ହରି
===========
ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ପାଳନ ପୂର୍ବକ ଚୋଉଦ ବର୍ଷ ବନ ବାସରେ ଯାଇ ପରମ ପାବନ କ୍ଷେତ୍ର, ଚିତ୍ରକୂଟ ଠାରେ ମନ୍ଦାକିନୀ ତୀରରେ ଅବସ୍ଥାନ କଲେ l ଧରାରେ ବିରାଜ ମାନ କରିଥାଏ ବସନ୍ତ ଋତୁ l ଚିତ୍ରକୁଟର ବନ୍ୟ ପ୍ରଦେଶ ସ୍ବର୍ଗୀୟ…
ମାୟା ଜାଙ୍ଗଳିକ କଥା
ମହାଭାରତର ମହାଯୁଦ୍ଧ ଶେଷ ହୋଇଗଲା l ଯୁଦ୍ଧ ଜୟୀ ପାଣ୍ଡବ ମାନେ ଦିନେ ଶିବିରରେ ବସି ଯୁଦ୍ଧର ସେହି ବିଭୀଷିକାମୟ କାହାଣୀ ବର୍ଣ୍ଣନା କରୁଥାନ୍ତି l ଭୀମ କହିଲେ ମୁଁ ନ ଥିଲେ ଦୁର୍ଯ୍ୟୋଧନ ଦୁଃଶାସନ ଆଦିଙ୍କୁ ମାରିଥାନ୍ତା କିଏ l କିଏ ଦ୍ରୌପଦୀଙ୍କ ବେଣୀ ବନ୍ଧନ କରିଥାନ୍ତା? ମାତା କୁନ୍ତୀଙ୍କ…
ହର ପାର୍ବତୀଙ୍କ ଵିଵାହ
ହର ପାର୍ବତୀଙ୍କ ଵିଵାହ
=============
ଦକ୍ଷଯଜ୍ଞରେ ସତୀଙ୍କ ଆତ୍ମାହୁତି ପରେ ମହାଦେବ କୁଆଡ଼େ ଗଲେ ତାଙ୍କର ଆଉ ପତ୍ତା ମିଳିଲା ନାହିଁ l ସ୍ବର୍ଗ ଓ ମର୍ତ୍ତ୍ୟରେ ତାଙ୍କୁ ଖୋଜା ହେଲା କିନ୍ତୁ କେହି କେଉଁଠି ମଧ୍ୟ ତାଙ୍କ ସନ୍ଧାନପାଇଲେନାହିଁ l ସେତେ ବେଳେ ଶିବ ଯାଇ ପାତାଳରେ ଶ୍ରୀ…
ଲଦ୍ଦାଖ କଥା: ଆମ ପାଇଁ ମାନେ ରଖେ ନା’ ନାହିଁ?
୨୦୦୯ରେ ମୁକ୍ତିଲାଭ କରିଥିଲା ଫିଲ୍ମ “3 -Idiots”। ପ୍ରାୟ ସମସ୍ତେ ଜାଣନ୍ତି ଯେ ଏହା ଚେତନ୍ ଭଗତଙ୍କ ଉପନ୍ୟାସ “Five Points Someone” ଉପରେ ଆଧାରିତ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ ଏହି ଫିଲ୍ମରେ ଆମିର୍ ଖାନ୍ ଅଭିନୟ କରିଥିବା ଚରିତ୍ର ରେଞ୍ଚୋ ବନାମ୍ ଫୁନ୍-ସୁଖ୍ ବାଙ୍ଗଡୁ…
ଦଧୀଚିଙ୍କ ମହାଦାନ
ପାଣ୍ଡବମାନଙ୍କ ବନବାସ କାଳରେ ଦିନେ ମହାମୁନି ମାର୍କଣ୍ଡେୟ ତାଙ୍କ ଆଶ୍ରମରେ ପହଁଚିଲେ l ଯୁଧିଷ୍ଠିର ମୁନିଙ୍କୁ ଦେଖି, ଅତି ଆନନ୍ଦରେ ଆଶ୍ରମକୁ ପାଛୋଟି ନେଲେ l ତାଙ୍କ ପଦ ସେବାକରି, ଯୁଧିଷ୍ଟିର କହିଲେ, ଆପଣ ଆସିଲେ ଖୁବ୍ ଭଲ ହେଲା l ଏଠାରେ ଆଉ ଆମକୁ ଭଲ ଲାଗୁ ନାହିଁ l ଚାଲନ୍ତୁ ଆପଣଙ୍କ…
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାର
ବିଦଗ୍ଧ କବି ଅଭିମନ୍ୟୁ
ସାମନ୍ତସିଂହାର
============
ଉତ୍କଳରେ ବିଦଗ୍ଧ ଭକ୍ତିରସପୂର୍ଣ୍ଣ ସାହିତ୍ୟର ସ୍ରଷ୍ଟା କବି ଅଭିମନ୍ୟୁ ସାମନ୍ତସିଂହାର l ଜନ୍ମ,ଯାଜପୁର ଜିଲ୍ଲା ବାଲିଆ, ଫେବୃଆରୀ 23 ତାରିଖ 1760 ମସିହା ଶନିବାର,ତିଥି,ମାଘ ଶୁକ୍ଳସପ୍ତମୀ l ପିତା ଇନ୍ଦ୍ରଜିତ ସାମନ୍ତସିଂହାର,ମାଆ…
ମାଘ ସପ୍ତମୀ
ମାଘ ସପ୍ତମୀ
==============
ଉତ୍ତରରେ ମହୋଦଧି ଦକ୍ଷିଣରେ ଚନ୍ଦ୍ରଭାଗାନଦୀ, ମଧ୍ୟ ଭାଗରେ ରହିଛି, ପୃଥିବୀର ସପ୍ତାଶ୍ଚର୍ଯ୍ୟ କୃଷ୍ଣ ପାଗୋଡା, କୋଣାର୍କ ମନ୍ଦିର, ସୂର୍ଯ୍ୟ ଦେବତାଙ୍କ ପୂଜାସ୍ଥଳୀ l ଏହା ସୂର୍ଯ୍ୟ ମନ୍ଦିର ନାମରେ ଜଗତ ବିଖ୍ୟାତ l କୋଣାର୍କ ଏହି କଳାର ଦେଶ ଉତ୍କଳର ଶ୍ରେଷ୍ଠ…
ବାଣୀପୁତ୍ର ମହାକବି କାଳିଦାସ
ବାଣୀପୁତ୍ର ମହାକବି କାଳିଦାସ
===============
ଭାରତୀୟ ସଂସ୍କୃତ କାବ୍ୟ ସାହିତ୍ୟରେ ମହାକବି କାଳିଦାସଙ୍କ ନାମ ଚିର ଭାସ୍ୱର l ମା'ବାଗ୍ଦେବୀଙ୍କ କରୁଣା କଟାକ୍ଷରେ ମହା ମୁର୍ଖରୁ ସେ ମହା ପଣ୍ଡିତ ବୋଲାଇଥିଲେ l ମହାକବିଙ୍କ ଜୀବନୀ ସହ ବହୁ କିମ୍ବଦନ୍ତୀ ବିଜଡ଼ିତ ଅଛି l କିମ୍ବଦନ୍ତୀରୁ…
ମାଆ ବାଗ୍ଦେବୀ
ମାଆ ବାଗ୍ଦେବୀ
==========
ଈଶ୍ୱର ସୃଷ୍ଟିର ସମସ୍ତ ପ୍ରାଣୀଙ୍କୁ ନିଜ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତି l କିନ୍ତୁ ସେ କେବଳ ଏକମାତ୍ର ଜୀବ ମଣିଷକୁ କଥାକହି ନିଜ ଭାବ ପ୍ରକାଶ କରିବାର ଶକ୍ତି ଦେଇଛନ୍ତି l ମନୁଷ୍ୟ ଏଣୁ ଏକ କଥାକୁହା ପ୍ରାଣୀ,କଥା ବା ବାଣୀଦ୍ୱାରା ସେ…