Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ପଶ୍ଚିମବଙ୍ଗ ଗସ୍ତ କରି ରଣହୁଙ୍କାର ଦେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ ।
ନୂଆଦିଲ୍ଲୀ,୩୧/୦୧: ବିଧାନସଭା ନିର୍ବାଚନ ପୂର୍ବୁର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ନର୍ଥ ୨୪ ପ୍ରାଗଣରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ରାଜ୍ୟରେ ଦୁର୍ନୀତି ଏବଂ ବିପର୍ଯ୍ୟନ୍ତ ଶାସନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅମିତ ଶାହ । ଆମ …
ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି ଅଛନ୍ତି ଆରବ ରାଷ୍ଟ୍ରର…
ବି.ବି.ନିୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆରବ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମଣ୍ଡଳ, ଆରବ ରାଷ୍ଟ୍ର ଲିଗର ମହାସଚିବ ଏବଂ ଆରବ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି । ସେମାନେ ଦ୍ୱିତୀୟ ଭାରତ-ଆରବ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିଛନ୍ତି…
ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ସୁନେତ୍ରା ପାୱାର
ମୁମ୍ବାଇ : ଆଜି ସନ୍ଧ୍ୟା ୫ ଟାରେ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ଏହି ପଦବୀରେ ଥିବା ମହାରାଷ୍ଟ୍ରର ପ୍ରଥମ ମହିଳା ହେବେ।
ଉପମୁଖ୍ୟମନ୍ତ୍ରୀ ହେବା ପରେ ସୁନେତ୍ରା ପାୱାର ରାଜ୍ୟ ସଭାରେ ତାଙ୍କ ସ୍ଥାନରେ କିଏ ରହିବେ ସେ ବିଷୟରେ ମଧ୍ୟ…
ଆସାମ ବିଧାନସଭା ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଦିବ୍ରୁଗଡ଼ରେ ଆସାମ ବିଧାନସଭାର ନୂତନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ମୋଟ ୧,୭୧୫ କୋଟି ଟଙ୍କା ବ୍ୟୟରେ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି। ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ…
ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
ନୂଆଦିଲ୍ଲୀ : ଚାଷୀମାନଙ୍କୁ ଆବଶ୍ୟକ ସମୟରେ ସାର ଉପଲବ୍ଧ କରାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏହି ଲକ୍ଷ୍ୟରେ ସାର ବିଭାଗ ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି ସାର ରେକ୍ଗୁଡ଼ିକର ଦ୍ରୁତ ଓ ନିରବଚ୍ଛିନ୍ନ ପରିବହନ ସୁନିଶ୍ଚିତ କରାଯାଇଛି, ଯାହା ଫଳରେ ରାଜ୍ୟଗୁଡ଼ିକୁ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଜାତିର ପିତା, ଅହିଂସାର ମାର୍ଗଦର୍ଶକ, ଭାରତକୁ ସ୍ୱାଧୀନତା ଦେଇଥିବା ମହାନ୍ ଆତ୍ମା ମହାତ୍ମା ଗାନ୍ଧୀଙ୍କ ଆଜି ୭୮ତମ ତିରୋଧାନ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ…
ଅସୀମ ମୁନିରଙ୍କ ପାଇଁ ଜାତିସଂଘରେ ପାକିସ୍ତାନକୁ ନିନ୍ଦା କଲା ଭାରତ
ନୂଆଦିଲ୍ଲୀ: ପାକିସ୍ତାନ ସମ୍ପ୍ରତି ଏହାର ସମ୍ବିଧାନ ସଂଶୋଧନ କରି ଅସୀମ ମୁନିରଙ୍କୁ କ୍ଷମତା ପ୍ରଦାନ କରିଛି ଏବଂ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛି। ଭାରତ ଏବେ ବିଶ୍ୱ ମଞ୍ଚରେ ପାକିସ୍ତାନକୁ ସମାଲୋଚନା କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ପି. ହରିଶ ସାମ୍ବିଧାନିକ…
ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦେବା ସମ୍ପର୍କରେ ଏନସିପି ନେତାମାନେ ଚାହୁଁଛନ୍ତି।
ମୁମ୍ବଇ: ବିମାନ ଦୁର୍ଘଟଣାରେ ଏନସିପି ମୁଖ୍ୟ ଅଜିତ୍ ପୱାରଙ୍କ ଅକାଳ ମୃତ୍ୟୁ ପରେ ଦଳରେ କ୍ଷମତା କନ୍ଦଳ ଆରମ୍ଭ ହୋଇଛି। ବିଶେଷକରି ଅଜିତଙ୍କ ସ୍ଥାନରେ ମହାରାଷ୍ଟ୍ର ସରକାରରେ କିଏ ଉପମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଦଳରେ ଛକାପଞ୍ଝା ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ ଲାଗି ଦଳର ବରିଷ୍ଠ ନେତା…
୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ
ମୁମ୍ବାଇ : ରିଲାଏନ୍ସ ଫାଉଣ୍ଡେସନ ଏହାର ଦକ୍ଷତା ବିକାଶ ପଦକ୍ଷେପଗୁଡ଼ିକରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ସହିତ ୩ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ଦକ୍ଷତା ତାଲିମ ପ୍ରଦାନ ଏବଂ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ଦେଇଛି। ରିଲାଏନ୍ସ ଫାଉଣ୍ଡେସନ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ…
ପଞ୍ଚଭୂତରେ ବିଲୀନ ହେଲେ ଅଜିତ୍
ବି.ବି.ନିୟୁଜ : ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପୱାରଙ୍କ ଶେଷକୃତ୍ୟ ବାରାମତିରେ ସମ୍ପର୍ଣ୍ଣ ହୋଇଛି । ରାଜ୍ୟର ସର୍ବୋଚ୍ଚ ସମ୍ମାନ ସହିତ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ବିଭିନ୍ନ ରାଜନୈତିକ ନେତା, ପରିବାର ସଦସ୍ୟ ଏବଂ ହଜାର ହଜାର ସମର୍ଥକ…