Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ୩ ବର୍ଷର ଆୟକର ଟିକସ ଛାଡ଼ ପାଇଲା ଶିରିଡ଼ି ସାଇବାବା ମନ୍ଦିର
ପୁଣେ: ‘ଶ୍ରୀ ସାଇବାବା ଟେମ୍ପଲ୍ ଟ୍ରଷ୍ଟ୍ ଅଫ୍ ଶିରିଡ଼ି’ ଉପରୁ ଗତ ୩ ବର୍ଷ ପାଇଁ ଆୟକର ବାବଦକୁ ଦେବାକୁ ଥିବା ୧୭୫ କୋଟି ଟଙ୍କା ଛାଡ଼ କରାଯାଇଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ସୁପ୍ରିମ୍ କୋର୍ଟଙ୍କ ଆଦେଶକ୍ରମେ ଆୟକର ଛାଡ଼ କରାଯାଇଥିବା କଥା ଆୟକର ବିଭାଗ…
ଆଜି ଦେଶରେ ୩୮୯ ନୂଆ କୋଭିଡ୍-୧୯ ସଂକ୍ରମଣ; ୩ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଥିଲେ ବି ୪୦୦ ତଳେ ରହିଛି ଓ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ସାଢ଼େ ୫ ହଜାର ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…
ଚିହ୍ନିହେଉ ନ ଥିବା ଦୁର୍ଘଟଣା-ପୀଡ଼ିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଡାକ୍ତରାଣୀ ପରେ ଜାଣିଲେ ସେ ତାଙ୍କ ଝିଅ
ନୂଆଦିଲ୍ଲୀ: ଗତ ସପ୍ତାହରେ ଗୋଟାଏ କାର୍ ଦୁର୍ଘଟଣାସ୍ଥଳକୁ ଯାଇ କ୍ଷତିବିକ୍ଷତ ହୋଇ ଚିହ୍ନି ହେଉ ନ ଥିବା ଜଣେ ପୀଡ଼ିତାଙ୍କୁ ବଞ୍ଚାଇବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିବା କାନଡୀୟ ଡାକ୍ତରାଣୀଜଣକ ଘରକୁ ଫେରି ଜାଣିଲେ ଯେ, ସେ ତାଙ୍କ ୧୭ ବର୍ଷୀୟ ଝିଅ।
ବ୍ରିଟିସ୍ ଦୈନିକ ‘ଦି…
ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ: ‘ଇ-କୋର୍ଟ’ ବ୍ୟବସ୍ଥା ଶୁଭାରମ୍ଭ କରି
ନୂଆଦିଲ୍ଲୀ: ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ ବୋଲି ଆଜି ସୁପ୍ରିମ୍ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ସମ୍ବିଧାନ ଦିବସ’ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ…
ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା ନିର୍ମାଣ କନକ୍ଲେଭ୍-୨୨’ ରେ ମୁଖ୍ୟ…
ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, କଣ୍ଠସ୍ବର ଓ ନାଁ ବ୍ୟବହାର କରାଯାଇ ପାରିବ ନାହିଁ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ବଲିଉଡ୍ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି।
ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…
ଆଜି ଦେଶରେ ୩୪୭ ନୂଆ କୋଭିଡ୍-୧୯ ସଂକ୍ରମଣ; ୩ ମୃତ୍ୟୁ
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ସାଢ଼େ ପ୍ରାୟ ସାଢ଼େ ୫ ହଜାର ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ,…
୨୦୨୩ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବାକୁ ଇଜିପ୍ଟର୍ ରାଷ୍ଟ୍ରପତି ଅବ୍ଦୁଲ୍ ଫତା ଅଲ୍-ସିସିଙ୍କୁ ନିମନ୍ତ୍ରଣ…
ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍ ଫତା ଅଲ୍-ସିସିଙ୍କୁ ନିମନ୍ତ୍ରଣ କରିଛି।
୨୦୧୪ରୁ ଇଜିପ୍ଟର୍ ରାଷ୍ଟ୍ରପତି ଥିବା…
ଇତିହାସ ପୁନର୍ଲିଖନ କରନ୍ତୁ, କେନ୍ଦ୍ର ସରକାର ସାହାଯ୍ୟ କରିବେ: ଐତିହାସିକମାନଙ୍କୁ କହିଲେ ଅମିତ ଶାହ
ନୂଆଦିଲ୍ଲୀ: ଭାରତୀୟ ଚିନ୍ତାଧାରା ଆଧାରିତ ଇତିହାସ ପୁନର୍ଲିଖନ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଐତିହାସିକମାନଙ୍କୁ କହିବା ସହିତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଏଭଳି ଉଦ୍ୟମ ପାଇଁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବେ।
ଗୁରୁବାର ଦିନ ଦିଲ୍ଲୀରେ ଆସାମ ସରକାରଙ୍କର ଗୋଟାଏ…
ଶ୍ରଦ୍ଧା ହତ୍ୟାକାରୀକୁ ଦିଲ୍ଲୀ ପୁଲିସ ସବୁଠୁ କଠିନ ଶାସ୍ତି ଦେବ: ଅମିତ ଶାହ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲ୍କର୍ଙ୍କ ହତ୍ୟାକାରୀ ପ୍ରତି ଯେଭଳି ସବୁଠୁ କଠିନ ଶାସ୍ତି ବିଧାନ କରାଯାଏ ସେ ବିଷୟରେ ଦିଲ୍ଲୀ ପୁଲିସ ଓ ବିଚାର ବ୍ୟବସ୍ଥା ନିଶ୍ଚୟ ଯତ୍ନବାନ ହେବେ ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଆଜି ‘ଟାଇମ୍ସ୍ ନାଓଁ ସମିଟ୍’ରେ ଅମିତ ଶାହ…