ଯାଜପୁର : ଯାଜପୁର ଜିଲା ଧର୍ମଶାଳା ନେଉଳପୁର ପାହାଡ଼ରେ ଏକ ବଣୁଆ ହାତୀ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ବୁଧବାର ରାତିରୁ ଗୋଟିଏ ବଣୁଆ ହାତୀ ପଶିଆସି ରହିଛି। ଜଙ୍ଗଲ ବିଭାଗ ପକ୍ଷରୁ ହାତୀକୁ ଠାବ କରାଯାଇ ଘଉଡ଼ାଇବାକୁ ଉଦ୍ୟମ କରାଯାଉଥିବା ବୈରୀ ରେଞ୍ଜର ସଚ୍ଚିଦାନନ୍ଦ ସୁବୁଦ୍ଧି ସୂଚନା ଦେଇଛନ୍ତି। ଏଥି ସହିତ ଆଜି ସକାଳୁ ଡାକବାଜି ଯନ୍ତ୍ର ସାହାଯ୍ୟ ରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ କରାଯାଉଛି।
Comments are closed.