ସନ୍ତୋଷ କୁମାର ରାୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

କଲକାତା (୬/୨):ହେରିଟେଜ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଟ୍ୟୁସନ୍ସ ଆଜି ହେରିଟେଜ୍ କ୍ୟାମ୍ପସ୍‌ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଏହାର ଜଣେ ସ୍ଥାପକ କର୍ମଚାରୀ ସ୍ୱର୍ଗତ ଶ୍ରୀ ସନ୍ତୋଷ କୁମାର ରାୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛି। ସ୍ଥାପକ ଟ୍ରଷ୍ଟିମାନେ, ବରିଷ୍ଠ ନେତୃତ୍ୱ,…

ବିଶିଷ୍ଟ ନାଟ୍ୟକାର, ଅନୁବାଦକ ଓ ସଂଗଠକ ଶରତ ଚନ୍ଦ୍ର ଆଚାର୍ଯ୍ୟ ସମ୍ବର୍ଦ୍ଧିତ

ନୟାଗଡ଼( ୭/୨): ନୟାଗଡ଼ ଜିଲ୍ଲା ପୋଲିସ୍ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ "କଳିକା -୨ " ଅବସରରେ ନୟାଗଡ଼ର ଜିଲ୍ଲାପାଳ ସମ୍ମାନନୀୟା ମଧୁମିତା ରଥ ଓ ନୟାଗଡ଼ ଏସ୍. ପି ଏସ୍ ସୁଶ୍ରୀଙ୍କ ଦ୍ଵାରା ନୟାଗଡ଼ର ବିଶିଷ୍ଟ ନାଟ୍ୟକାର, ଅନୁବାଦକ,ସଂଗଠକ ଓ ଶିକ୍ଷକ ଶରତଚନ୍ଦ୍ର ଆଚାର୍ଯ୍ୟ…

ବିଜୟ ସହିତ ବିଶ୍ଵକପ ଅଭିଯାନ ଆରମ୍ଭ କଲା ଭାରତ: ୨୯ ରନ୍ ରେ ଆମେରିକା ପରାସ୍ତ

ନୂଆଦିଲ୍ଲୀ: ଭାରତ ଏକ ବଡ଼ ବିଜୟ ସହିତ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଟିମ୍ ଇଣ୍ଡିଆ ୨୯ ରନ୍ ରେ ଆମେରିକାକୁ ପରାସ୍ତ କରିଛି। ୨୦୨୬ ଟି-୨୦ ବିଶ୍ୱକପ୍ ର ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍ କରିଥିଲା। ଜବାବରେ…

ସଫଳତାର ସହ ଅଗ୍ନି-୩ କ୍ଷେପଣାସ୍ତ୍ର ପରୀକ୍ଷଣ

ବି.ବି.ନିୟୁଜ:  ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ…

ବେଦାନ୍ତ ଆଲୁମିନି ୟମ୍‌ ନୂଆ ଅଧ୍ୟାୟ ଆରମ୍ଭ କରିଛି ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ ।

କଳାହାଣ୍ଡି, ୦୫/୦୨/୨୦୨୬: ଶିଳ୍ପ ଏବଂ ସମାଜ ମଧ୍ୟରେ ଥିବା ଦୂରତାକୁ ଦୂର କରି ବିଶ୍ୱାସର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି ବେଦାନ୍ତ ଆଲୁମିନିୟମ୍‌ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ପ୍ରକଳ୍ପ ଅଞ୍ଚଳରେ କମ୍ପାନୀ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଗୋଷ୍ଠୀ ସମ୍ପର୍କ ଅଭିଯାନ ‘ମିଳାପ’ (Milap) …

ସାରା ରାଜ୍ୟରେ ପାଳନ ହେବ ଓଡ଼ିଆ ପକ୍ଷ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାରା ରାଜ୍ୟରେ ପାଳନ କରାଯିବ ଓଡ଼ିଆ ପକ୍ଷ। ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ନେଇ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯିବ। ଗତବର୍ଷ ପ୍ରଥମ ଥର ପାଇଁ…