ନକଲି ଜର୍ଦା ଜବତ କଲା ଭଦ୍ରକ ପୁଲିସ
ଭଦ୍ରକ: ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ଵହୁ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୁତ ସାମଗ୍ରୀକୁ ପୁଲିସ ଜବତ କରିଛି।
ନକଲି ଜର୍ଦ୍ଦା ନେଇ ସ୍କୁଟି ଯୋଗେ ଯାଉଥିବା ସମୟରେ ଦୁର୍ବୃତ୍ତକୁ ନୂଆ ବସଷ୍ଟାଣ୍ଡ ନିକଟରେ ଭଦ୍ରକ ଟାଉନ ପୋଲିସ ତାକୁ ମାଡି ବସିଥିଲା। ନକଲି ଜର୍ଦ୍ଦା…